ପୃଷ୍ଠା ଠିକଣା କପି କରନ୍ତୁ ଟ୍ୱିଟରରେ ଅଂଶୀଦାର କରନ୍ତୁ ହ୍ୱାଟସ୍ ଆପ୍ ରେ ଅଂଶୀଦାର କରନ୍ତୁ ଫେସବୁକରେ ଅଂଶୀଦାର କରନ୍ତୁ
ଗୁଗଲ୍ ପ୍ଲେରେ ଯାଆନ୍ତୁ
ସମକକ୍ଷ ଏବଂ ବିପରୀତ ଶବ୍ଦ ସହିତ ଓଡ଼ିଆ ଅଭିଧାନରୁ ବାଡ଼େଇହେବା ଶବ୍ଦର ଅର୍ଥ ଏବଂ ଉଦାହରଣ ।

ବାଡ଼େଇହେବା   କ୍ରିୟାପଦ

ଅର୍ଥ : ଧ୍ୱନି କୌଣସି ଜିନିଷରୁ ବାଡ଼େଇହୋଇ ଫେରିବା

ଉଦାହରଣ : ଦିଲ୍ଲୀର କମଳ ମନ୍ଦିରରେ ଶବ୍ଦ ପ୍ରତିଧ୍ୱନିତ ହୁଏ

ସମକକ୍ଷ : ପ୍ରତିଧ୍ୱନିତ ହେବା

ध्वनि का किसी चीज़ से टकरा कर लौटना।

दिल्ली के कमल मंदिर में आवाज़ गूँजती है।
गूँज उठना, गूँजना, गूंज उठना, गूंजना, प्रतिध्वनित होना, प्रतिनोदित होना

Ring or echo with sound.

The hall resounded with laughter.
echo, resound, reverberate, ring

ଅର୍ଥ : ଜୋରରେ ପରସ୍ପର ବାଡ଼େଇହେବା

ଉଦାହରଣ : ରାଜମାର୍ଗରେ ଟ୍ରକ ଏବଂ ବସ୍‌ର ପରସ୍ପର ସହିତ ଧକ୍କା ହେଲା

ସମକକ୍ଷ : ଧକକା ହେବା

चीजों का परस्पर एक दूसरे से ज़ोर से टक्कर खाना।

राजमार्ग पर ट्रक और बस आपस में टकरा गए।
टकराना, टक्कर खाना, भिड़ंत होना, भिड़ना, लड़ना