ପୃଷ୍ଠା ଠିକଣା କପି କରନ୍ତୁ ଟ୍ୱିଟରରେ ଅଂଶୀଦାର କରନ୍ତୁ ହ୍ୱାଟସ୍ ଆପ୍ ରେ ଅଂଶୀଦାର କରନ୍ତୁ ଫେସବୁକରେ ଅଂଶୀଦାର କରନ୍ତୁ
ଗୁଗଲ୍ ପ୍ଲେରେ ଯାଆନ୍ତୁ
ସମକକ୍ଷ ଏବଂ ବିପରୀତ ଶବ୍ଦ ସହିତ ଓଡ଼ିଆ ଅଭିଧାନରୁ ବାହ୍ୟ ଆଡମ୍ବର ଶବ୍ଦର ଅର୍ଥ ଏବଂ ଉଦାହରଣ ।

ବାହ୍ୟ ଆଡମ୍ବର   ବିଶେଷ୍ୟ

ଅର୍ଥ : ଅନ୍ୟମାନଙ୍କୁ ନିଜ ବଳ ଏବଂ ବୈଭବ ଅତ୍ୟନ୍ତ ବଢାଇକରି ଦେଖାଇବାପାଇଁ ଯେଉଁ ଆଡମ୍ବର ବା ସମାରୋହ କରାଯାଏ

ଉଦାହରଣ : ଆଜିକାଲି ପ୍ରତ୍ୟେକ ସ୍ଥାନରେ ଆଟୋପର ହିଁ ପ୍ରତିପତ୍ତି ଅଧିକ

ସମକକ୍ଷ : ଆଟୋପ, ଦେଖେଇହବା, ଲୋକଦେଖାଣିଆ ଦୃଶ୍ୟ

ऐसा आडंबर या तड़क भड़क जो दूसरों को अपना बल और वैभव बहुत बढ़ाकर दिखलाने के लिए किया जाए।

आजकल हर जगह आटोप का ही बोलबाला है।
आटोप