ପୃଷ୍ଠା ଠିକଣା କପି କରନ୍ତୁ ଟ୍ୱିଟରରେ ଅଂଶୀଦାର କରନ୍ତୁ ହ୍ୱାଟସ୍ ଆପ୍ ରେ ଅଂଶୀଦାର କରନ୍ତୁ ଫେସବୁକରେ ଅଂଶୀଦାର କରନ୍ତୁ
ଗୁଗଲ୍ ପ୍ଲେରେ ଯାଆନ୍ତୁ
ସମକକ୍ଷ ଏବଂ ବିପରୀତ ଶବ୍ଦ ସହିତ ଓଡ଼ିଆ ଅଭିଧାନରୁ ବାଳିଆବାଉଁଶ ଶବ୍ଦର ଅର୍ଥ ଏବଂ ଉଦାହରଣ ।

ବାଳିଆବାଉଁଶ   ବିଶେଷ୍ୟ

ଅର୍ଥ : ବଙ୍ଗଳା, ଆସାମଆଦି ସ୍ଥାନରେ ମିଳୁଥିବା ଏକ ପ୍ରକାରର ବାଉଁଶ

ଉଦାହରଣ : ବାଳିଆବାଉଁଶର ସରୁ ପାତିଆରେ ଟୋକେଇ ତିଆରି କରାଯାଏ

बंगाल,आसाम आदि में मिलनेवाला एक प्रकार का बाँस।

पकसालू की पतली फट्टियों से टोकरे बनाए जाते हैं।
पकसालू

ଅର୍ଥ : ଏକ ପ୍ରକାରର ବାଉଁଶ

ଉଦାହରଣ : ଏହି ବଣରେ ବାଳିଆବାଉଁଶ ଅଧିକ

एक प्रकार का बाँस।

इस वन में तंडुलौघ की अधिकता है।
तंडुलौघ