ପୃଷ୍ଠା ଠିକଣା କପି କରନ୍ତୁ ଟ୍ୱିଟରରେ ଅଂଶୀଦାର କରନ୍ତୁ ହ୍ୱାଟସ୍ ଆପ୍ ରେ ଅଂଶୀଦାର କରନ୍ତୁ ଫେସବୁକରେ ଅଂଶୀଦାର କରନ୍ତୁ
ଗୁଗଲ୍ ପ୍ଲେରେ ଯାଆନ୍ତୁ
ସମକକ୍ଷ ଏବଂ ବିପରୀତ ଶବ୍ଦ ସହିତ ଓଡ଼ିଆ ଅଭିଧାନରୁ ବାଲିସ୍‌ ଶବ୍ଦର ଅର୍ଥ ଏବଂ ଉଦାହରଣ ।

ବାଲିସ୍‌   ବିଶେଷ୍ୟ

ଅର୍ଥ : ତୁଳାଆଦିରେ ଭର୍ତ୍ତି ହୋଇଥିବା ଥଳି ଯାହା ବିଶ୍ରାମ ବା ଶୋଇବା ସମୟରେ ମୁଣ୍ଡଆଦି ତଳେ ରଖାଯାଏ

ଉଦାହରଣ : ସେ ଖଟ ଉପରେ ଦୁଇଟି ତକିଆ ପକାଇ ଶୋଇଛି

ସମକକ୍ଷ : ଉପଧାନ, ତକିଆ, ମାଣ୍ଡି

रुई आदि से भरा हुआ वह मुँहबंद थैला जो लेटने या सोने के समय सिर आदि के नीचे रखते हैं।

वह खाट पर दो तकिये लगाकर सोया है।
उपधान, कशिपु, गेंदुआ, ढासना, तकिया, बालिश, बालिस, शिरहन

A cushion to support the head of a sleeping person.

pillow