ପୃଷ୍ଠା ଠିକଣା କପି କରନ୍ତୁ ଟ୍ୱିଟରରେ ଅଂଶୀଦାର କରନ୍ତୁ ହ୍ୱାଟସ୍ ଆପ୍ ରେ ଅଂଶୀଦାର କରନ୍ତୁ ଫେସବୁକରେ ଅଂଶୀଦାର କରନ୍ତୁ
ଗୁଗଲ୍ ପ୍ଲେରେ ଯାଆନ୍ତୁ
ସମକକ୍ଷ ଏବଂ ବିପରୀତ ଶବ୍ଦ ସହିତ ଓଡ଼ିଆ ଅଭିଧାନରୁ ବାର୍ତ୍ତାବାହକ ଶବ୍ଦର ଅର୍ଥ ଏବଂ ଉଦାହରଣ ।

ବାର୍ତ୍ତାବାହକ   ବିଶେଷଣ

ଅର୍ଥ : ଯେ ଖବର ପହୁଞ୍ଚାଏ

ଉଦାହରଣ : ଆଜିବି କେତେକ ସ୍ଥାନରେ ବାର୍ତ୍ତାବହ ପାରା ବ୍ୟବହାର କରାଯାଏ

ସମକକ୍ଷ : ଖବରବାହକ, ବାର୍ତ୍ତାବହ, ବାର୍ତ୍ତାବହନକାରୀ, ସନ୍ଦେଶ ବାହକ

संदेश पहुँचाने वाला।

कुछ स्थानों पर आज भी संदेशवाहक कबूतरों का उपयोग होता है।
अभिज्ञापक, संदेश वाहक, संदेशवाहक