ପୃଷ୍ଠା ଠିକଣା କପି କରନ୍ତୁ ଟ୍ୱିଟରରେ ଅଂଶୀଦାର କରନ୍ତୁ ହ୍ୱାଟସ୍ ଆପ୍ ରେ ଅଂଶୀଦାର କରନ୍ତୁ ଫେସବୁକରେ ଅଂଶୀଦାର କରନ୍ତୁ
ଗୁଗଲ୍ ପ୍ଲେରେ ଯାଆନ୍ତୁ
ସମକକ୍ଷ ଏବଂ ବିପରୀତ ଶବ୍ଦ ସହିତ ଓଡ଼ିଆ ଅଭିଧାନରୁ ବାରମାସୀ ଶବ୍ଦର ଅର୍ଥ ଏବଂ ଉଦାହରଣ ।

ବାରମାସୀ   ବିଶେଷ୍ୟ

ଅର୍ଥ : ଯେଉଁ ଗୀତ ବା ପଦ୍ୟରେ ବାର ମାସର ବିରହର ବର୍ଣ୍ଣନା ହୋଇଥାଏ

ଉଦାହରଣ : ନାଗମତୀ ବିରହ ବର୍ଣ୍ଣନାରେ ବାରମାସୀର ବି ଉଲ୍ଲେଖ ହୋଇଛି

वह गीत या पद्य जिसमें बारह महीनों के विरह का वर्णन होता है।

नागमती विरह वर्णन में बारहमासा का भी उल्लेख है।
बारहमासा

ବାରମାସୀ   ବିଶେଷଣ

ଅର୍ଥ : ସବୁ ଋତୁରେ ଫୁଟୁଥିବା ବା ଫଳୁଥିବା ଉଦ୍ଭିଦ

ଉଦାହରଣ : ବୃକ୍ଷଲତାର କେତେକ ବାରମାସୀ ପ୍ରଜାତି ମିଳୁଛି

ସମକକ୍ଷ : ସବୁଦିନିଆ

सब ऋतुओं में फलने या फूलनेवाला।

वनस्पतियों की कई बारहमासी प्रजातियाँ उपलब्ध हैं।
बारह-मासी, बारहमासी, सदा-बहार, सदाबहार

Lasting three seasons or more.

The common buttercup is a popular perennial plant.
perennial

ଅର୍ଥ : ବାରମାସଯାକ ହେଉଥିବା

ଉଦାହରଣ : ଆଜିକାଲି ବଜାରରେ କେତେକ ବାରମାସୀ ଫଳ ଉପଲବ୍ଧ ହେଉଛି

बारहो महीने होने वाला।

आजकल बाज़ारों में कई बारहमासी फल उपलब्ध हैं।
बारह-मासी, बारहमासी