ପୃଷ୍ଠା ଠିକଣା କପି କରନ୍ତୁ ଟ୍ୱିଟରରେ ଅଂଶୀଦାର କରନ୍ତୁ ହ୍ୱାଟସ୍ ଆପ୍ ରେ ଅଂଶୀଦାର କରନ୍ତୁ ଫେସବୁକରେ ଅଂଶୀଦାର କରନ୍ତୁ
ଗୁଗଲ୍ ପ୍ଲେରେ ଯାଆନ୍ତୁ
ସମକକ୍ଷ ଏବଂ ବିପରୀତ ଶବ୍ଦ ସହିତ ଓଡ଼ିଆ ଅଭିଧାନରୁ ବାରଣ୍ଡା ଶବ୍ଦର ଅର୍ଥ ଏବଂ ଉଦାହରଣ ।

ବାରଣ୍ଡା   ବିଶେଷ୍ୟ

ଅର୍ଥ : କୋଠାର ଆଗରେ ଏବଂ ଭିତରେ ବାହାରିଥିବା ସ୍ଥାନ ଯାହାକୁ ପାରିକରି ଅନ୍ୟ କୋଠରୀଆଦିରେ ପ୍ରବେଶ କରଯାଏ

ଉଦାହରଣ : ଶ୍ୟାମ ବାରଣ୍ଡାରେ ବସି ଚା’ ପିଉଛି

ସମକକ୍ଷ : ବାରଂଡା

किसी भवन या मकान के अन्तर्गत वह लम्बी वास्तु-रचना जिसके तीन ओर दीवारें, ऊपर छत और सामनेवाला भाग बिलकुल खुला होता है तथा जिसमें से होकर किसी दूसरे कमरे आदि में प्रवेश करते हैं।

श्याम बरामदे में बैठकर चाय पी रहा है।
ओसारा, चौपाल, दालान, बरांदा, बरामदा, वरंडा, वरांडा

A porch along the outside of a building (sometimes partly enclosed).

gallery, veranda, verandah

ଅର୍ଥ : କୋଠାର କାନ୍ଥରୁ ବାହାରକୁଥିବା ଅଂଶ

ଉଦାହରଣ : ସେ ବର୍ଷାର ସୁରକ୍ଷାପାଇଁ ବାରଣ୍ଡା ତଳେ ଛିଡ଼ା ହୋଇଗଲା

ସମକକ୍ଷ : ଅଳିନ୍ଦ, ପୋର୍ଟିକ

कोठे या पाटन का दीवार से बाहर निकला हुआ भाग।

वह वर्षा से बचने के लिए छज्जे के नीचे खड़ा हो गया।
अलिंद, अलिन्द, छज्जा, बारजा

Projection that extends beyond or hangs over something else.

overhang