ପୃଷ୍ଠା ଠିକଣା କପି କରନ୍ତୁ ଟ୍ୱିଟରରେ ଅଂଶୀଦାର କରନ୍ତୁ ହ୍ୱାଟସ୍ ଆପ୍ ରେ ଅଂଶୀଦାର କରନ୍ତୁ ଫେସବୁକରେ ଅଂଶୀଦାର କରନ୍ତୁ
ଗୁଗଲ୍ ପ୍ଲେରେ ଯାଆନ୍ତୁ
ସମକକ୍ଷ ଏବଂ ବିପରୀତ ଶବ୍ଦ ସହିତ ଓଡ଼ିଆ ଅଭିଧାନରୁ ପୋର୍ଟିକ ଶବ୍ଦର ଅର୍ଥ ଏବଂ ଉଦାହରଣ ।

ପୋର୍ଟିକ   ବିଶେଷ୍ୟ

ଅର୍ଥ : କୋଠାର କାନ୍ଥରୁ ବାହାରକୁଥିବା ଅଂଶ

ଉଦାହରଣ : ସେ ବର୍ଷାର ସୁରକ୍ଷାପାଇଁ ବାରଣ୍ଡା ତଳେ ଛିଡ଼ା ହୋଇଗଲା

ସମକକ୍ଷ : ଅଳିନ୍ଦ, ବାରଣ୍ଡା

कोठे या पाटन का दीवार से बाहर निकला हुआ भाग।

वह वर्षा से बचने के लिए छज्जे के नीचे खड़ा हो गया।
अलिंद, अलिन्द, छज्जा, बारजा

Projection that extends beyond or hangs over something else.

overhang

ଅର୍ଥ : ଘର ବା କୋଠରୀ ଆଗରେ ଛାଇ ମିଳିବାପାଇଁ ତିଆରି ହୋଇଥିବା ଟିଣଆଦିର ଛାତ

ଉଦାହରଣ : ପୋର୍ଟିକ ତଳେ ଛିଡ଼ା ହୋଇ ଆମେ ବର୍ଷାର ଆନନ୍ଦ ଉପଭୋଗ କରୁଥିଲୁ

मकान या कमरे के आगे की ओर छाया के लिए बनी हुई टीन आदि की छत।

सायबान के नीचे खड़े हो कर हम बरसात का आनंद ले रहे थे।
सायबान

Rough shelter whose roof has only one slope.

lean-to