ପୃଷ୍ଠା ଠିକଣା କପି କରନ୍ତୁ ଟ୍ୱିଟରରେ ଅଂଶୀଦାର କରନ୍ତୁ ହ୍ୱାଟସ୍ ଆପ୍ ରେ ଅଂଶୀଦାର କରନ୍ତୁ ଫେସବୁକରେ ଅଂଶୀଦାର କରନ୍ତୁ
ଗୁଗଲ୍ ପ୍ଲେରେ ଯାଆନ୍ତୁ
ସମକକ୍ଷ ଏବଂ ବିପରୀତ ଶବ୍ଦ ସହିତ ଓଡ଼ିଆ ଅଭିଧାନରୁ ବାତ ଶବ୍ଦର ଅର୍ଥ ଏବଂ ଉଦାହରଣ ।

ବାତ   ବିଶେଷ୍ୟ

ଅର୍ଥ : ଚିକିତ୍ସାଶାସ୍ତ୍ରାନୁସାରେ ଶରୀର ଭିତରର ଯେଉଁ ବାୟୁର ବିକାରହେତୁ ଅନେକ ରୋଗ ହୁଏ

ଉଦାହରଣ : ବାତର ଆଧିକ୍ୟ କାରଣରୁ ଆଣ୍ଠୁରେ ବହୁତ ଯନ୍ତ୍ରଣା ହେଉଛି

वैद्यक के अनुसार शरीर के भीतर की वह वायु जिसके विकार से अनेक रोग होते हैं।

वात की अधिकता के कारण घुटने में बहुत दर्द हो रहा है।
वात

ଅର୍ଥ : ଥାଇଲାଣ୍ଡରେ ଚଳୁଥିବା ମୁଦ୍ରା

ଉଦାହରଣ : ଗୋଟିଏ ବାତ ପ୍ରାୟ ସାଢେ ଅଠତିରିଶ ଇରାକୀ ଦିନାର ସହିତ ସମାନ ହୋଇଥାଏ

ସମକକ୍ଷ : ଟିକଲ

थाइलैंड में चलने वाली मुद्रा।

एक बात लगभग साढ़े अड़तीस इराक़ी दीनार के बराबर होता है।
टिकल, बात

The basic unit of money in Thailand.

baht, tical