ପୃଷ୍ଠା ଠିକଣା କପି କରନ୍ତୁ ଟ୍ୱିଟରରେ ଅଂଶୀଦାର କରନ୍ତୁ ହ୍ୱାଟସ୍ ଆପ୍ ରେ ଅଂଶୀଦାର କରନ୍ତୁ ଫେସବୁକରେ ଅଂଶୀଦାର କରନ୍ତୁ
ଗୁଗଲ୍ ପ୍ଲେରେ ଯାଆନ୍ତୁ
ସମକକ୍ଷ ଏବଂ ବିପରୀତ ଶବ୍ଦ ସହିତ ଓଡ଼ିଆ ଅଭିଧାନରୁ ବାଟଖାଦ୍ୟ ଶବ୍ଦର ଅର୍ଥ ଏବଂ ଉଦାହରଣ ।

ବାଟଖାଦ୍ୟ   ବିଶେଷ୍ୟ

ଅର୍ଥ : ଯାତ୍ରାସମୟରେ ଯେଉଁ ଖାଦ୍ୟପଦାର୍ଥକୁ ଆବଶ୍ୟକଥିବାରୁ ଯାତ୍ରୀ ନିଜ ପାଖରେ ରଖିଥାଏ

ଉଦାହରଣ : ବାଟଖାଦ୍ୟ ହାଲୁକା ଓ ସୁପାଚକ ହେବା ଦରକାର

ସମକକ୍ଷ : ପଥଖାଦ୍ୟ

वह खाद्यपदार्थ जो यात्री मार्ग के लिए अपने साथ रखता है।

पाथेय हल्का और सुपाच्य होना चाहिए।
तोशा, पाथेय