ଅର୍ଥ : ପୁରୁଣା ବା ଭଙ୍ଗାରୁଜା ଆସବାବପତ୍ର
ଉଦାହରଣ :
ବଢ଼େଇ ବାଜେ ଜିନିଷ ସମାହାରରୁ ଗୋଟିଏ ଭଙ୍ଗା ଚେୟାର ବାହାର କରୁଛନ୍ତି
ସମକକ୍ଷ : ଭଙ୍ଗାରୁଜା ଜିନିଷ
ଅର୍ଥ : ଅଦରକାରୀ ବା ଭଙ୍ଗାରୁଜା ବସ୍ତୁ ବା କୌଣସି କାମରେ ଆସୁନଥିବା ବସ୍ତୁ
ଉଦାହରଣ :
ସେ ରଦ୍ଦି ମାଲର ବେପାରୀ ଏହି ଘର କେବଳ ବାଜେ ଜିନିଷରେ ଭରି ଯାଇଛି
ସମକକ୍ଷ : କବାଡ଼ି ଜିନିଷ, ରଦ୍ଦିମାଲ