ପୃଷ୍ଠା ଠିକଣା କପି କରନ୍ତୁ ଟ୍ୱିଟରରେ ଅଂଶୀଦାର କରନ୍ତୁ ହ୍ୱାଟସ୍ ଆପ୍ ରେ ଅଂଶୀଦାର କରନ୍ତୁ ଫେସବୁକରେ ଅଂଶୀଦାର କରନ୍ତୁ
ଗୁଗଲ୍ ପ୍ଲେରେ ଯାଆନ୍ତୁ
ସମକକ୍ଷ ଏବଂ ବିପରୀତ ଶବ୍ଦ ସହିତ ଓଡ଼ିଆ ଅଭିଧାନରୁ ବାଜୀକରଣ ଶବ୍ଦର ଅର୍ଥ ଏବଂ ଉଦାହରଣ ।

ବାଜୀକରଣ   ବିଶେଷ୍ୟ

ଅର୍ଥ : ପୁରୁଷର ରତିଶକ୍ତିକୁ ବଢ଼ାଉଥିବା ଦ୍ରବ୍ୟ

ଉଦାହରଣ : ଅଶ୍ୱଗନ୍ଧା, ନାଗବଲ୍ଲୀ ଆଦି ବାଜୀକରଣ

द्रव्य जो पुरुष की कामशक्ति की वृद्धि करते हैं।

असगन्ध, नागबला आदि वाजीकरण हैं।
वाजीकरण

A drug or other agent that stimulates sexual desire.

aphrodisiac

ଅର୍ଥ : ବୀର୍ଯ୍ୟ ଶୀଘ୍ର ପତନ ହେବାରୁ ରକ୍ଷା କରିବା ଉପାୟ

ଉଦାହରଣ : ସେ ବାଜୀକରଣରେ ପ୍ରବୀଣ ବୈଦ୍ୟଙ୍କ ସହିତ ସାକ୍ଷାତ କଲା

वीर्य को शीघ्र पतन से बचाने की युक्ति।

उसने बंधेज के जानकार वैद्य से संपर्क किया।
बंधेज, बन्धेज, बाजीकरण