ପୃଷ୍ଠା ଠିକଣା କପି କରନ୍ତୁ ଟ୍ୱିଟରରେ ଅଂଶୀଦାର କରନ୍ତୁ ହ୍ୱାଟସ୍ ଆପ୍ ରେ ଅଂଶୀଦାର କରନ୍ତୁ ଫେସବୁକରେ ଅଂଶୀଦାର କରନ୍ତୁ
ଗୁଗଲ୍ ପ୍ଲେରେ ଯାଆନ୍ତୁ
ସମକକ୍ଷ ଏବଂ ବିପରୀତ ଶବ୍ଦ ସହିତ ଓଡ଼ିଆ ଅଭିଧାନରୁ ବାଉଁଶ ନଳୀ ଶବ୍ଦର ଅର୍ଥ ଏବଂ ଉଦାହରଣ ।

ବାଉଁଶ ନଳୀ   ବିଶେଷ୍ୟ

ଅର୍ଥ : ବାଉଁଶର ଯେଉଁ ଛୋଟ ନଳୀ ମଞ୍ଜି ବୁଣିବାପାଇଁ ଲଙ୍ଗଳ କଣ୍ଟିରେ ବନ୍ଧାଯାଇଥାଏ

ଉଦାହରଣ : ବାଉଁଶ ନଳୀରେ ମଞ୍ଜି ଭର୍ତ୍ତିକରି ଦିଆଯାଏ ଯାହା ହଳ ଘେରାରେ ପଡ଼ିପଡ଼ି ଯାଏ

बाँस की वह छोटी नली जो बीज बोने के लिए हल के परिहत में बँधी रहती है।

बाँसा में बीज भर देते हैं जो हराई में गिरता रहता है।
बाँसा

ଅର୍ଥ : ବାଉଁଶର ନଳୀ

ଉଦାହରଣ : ବାଉଁଶ ନଳୀରେ ବଳଦ ଆଦିକୁ ଔଷଧ ଇତ୍ୟାଦି ପିଆଇ ଦିଆଯାଏ

बाँस की नलिका।

नलवा से बैल आदि को दवा आदि पिलाई जाती है।
चोंगा, नलवा