ସଦସ୍ୟତା ନିଅନ୍ତୁ
ପୃଷ୍ଠା ଠିକଣା କ୍ଲିପବୋର୍ଡରେ କପି ହୋଇଛି ।
ଅର୍ଥ : ଶିମ୍ବ ଭଳି ଏକ ଫଳ
ଉଦାହରଣ : ବାଇଡ଼ଙ୍କ ଛୁଇଁଲେ ଗଲୁ କରେ
सेम की तरह की एक फली।
ଅର୍ଥ : ଏକ ପାହାଡ଼ିଆ ଗଛ
ଉଦାହରଣ : ବାଇଡ଼ଙ୍କ ପତ୍ରରେ ବିଷାକ୍ତ ଆଁଶୁ ଥାଏ
ସମକକ୍ଷ : ଅଜରା, ଅବ୍ୟଙ୍ଗା, କଣ୍ଡୂରା, ଜଟା, ଲାଙ୍ଗଳୀ, ସଦ୍ୟଶୋଥ
एक पहाड़ी पौधा।
ଅର୍ଥ : ଏକ ପ୍ରକାରର ଗଛ ଯେଉଁଥିରେ ଶିମ୍ବ ଭଳି ଫଳ ଫଳିଥାଏ
ଉଦାହରଣ : ବାଇଡ଼ଙ୍କ ତରକାରୀ କରାଯାଏ
ସମକକ୍ଷ : କୌଂଚଫଳ
एक प्रकार की बेल जिसमें सेम की सी फलियाँ लगती हैं।
The annual woody vine of Asia having long clusters of purplish flowers and densely hairy pods. Cultivated in southern United States for green manure and grazing.
ସଂସ୍ଥାପନ କରନ୍ତୁ