ପୃଷ୍ଠା ଠିକଣା କପି କରନ୍ତୁ ଟ୍ୱିଟରରେ ଅଂଶୀଦାର କରନ୍ତୁ ହ୍ୱାଟସ୍ ଆପ୍ ରେ ଅଂଶୀଦାର କରନ୍ତୁ ଫେସବୁକରେ ଅଂଶୀଦାର କରନ୍ତୁ
ଗୁଗଲ୍ ପ୍ଲେରେ ଯାଆନ୍ତୁ
ସମକକ୍ଷ ଏବଂ ବିପରୀତ ଶବ୍ଦ ସହିତ ଓଡ଼ିଆ ଅଭିଧାନରୁ ବସ୍ତି ଶବ୍ଦର ଅର୍ଥ ଏବଂ ଉଦାହରଣ ।

ବସ୍ତି   ବିଶେଷ୍ୟ

ଅର୍ଥ : ନାଭି ତଳେ ଥିବା ଯେଉଁ ଭିତର ଅଂଶରେ ମୂତ୍ର ସଂଚିତ ହୋଇ ରହେ

ଉଦାହରଣ : ବେଳେ ବେଳେ ମୂତ୍ରାଶୟରେ ପଥର ରୋଗ ହୋଇଥାଏ

ସମକକ୍ଷ : ମୂତ୍ରାଶୟ

नाभि के नीचे का वह भीतरी भाग जिसमें मूत्र संचित रहता है।

कभी-कभी मूत्राशय में पथरी का रोग हो जाता है।
फुकना, ब्लैडर, मूत्रकोश, मूत्राशय, वस्ति

A membranous sac for temporary retention of urine.

urinary bladder

ଅର୍ଥ : କୌଣସି ନଗର କିମ୍ବା ଦେଶଆଦିରେ ବାସକରୁଥିବା ମନୁଷ୍ୟମାନଙ୍କର ମୋଟ ସଂଖ୍ୟା

ଉଦାହରଣ : ଭାରତର ଜନସଂଖ୍ୟା ଦ୍ରୁତ ଗତିରେ ବଢ଼ିଚାଲିଛି

ସମକକ୍ଷ : ଆବାଦି, ଜନସଂଖ୍ୟା, ପଡ଼ା

किसी नगर या देश आदि में बसनेवाले मनुष्यों की कुल संख्या।

भारत की जनसंख्या तेज़ी से बढ़ रही है।
आबादी, जनसंख्या, मर्दुम-शुमारी

The people who inhabit a territory or state.

The population seemed to be well fed and clothed.
population

ଅର୍ଥ : ଯେଉଁ ସ୍ଥାନରେ କିଛି ଲୋକ ଘର ତିଆରିକରି ରହିଥାଆନ୍ତି

ଉଦାହରଣ : ଗଣେଶ ପୂଜାପାଇଁ ସାରା ବସ୍ତିର ଲୋକ ଏକାଠି ହୋଇଛନ୍ତି

ସମକକ୍ଷ : କଲୋନୀ

वह स्थान जहाँ कुछ लोग अपने परिवार के साथ घर बनाकर या बने-बनाये घरों में रहते हैं।

गणपति पूजा के लिए सारी कॉलोनी के लोग इकट्ठे हुए हैं।
अबादानी, अवसथ, आबादानी, आबादी, आवसथ, आवादानी, कालोनी, कॉलोनी, बस्ती

An area where a group of families live together.

settlement