ପୃଷ୍ଠା ଠିକଣା କପି କରନ୍ତୁ ଟ୍ୱିଟରରେ ଅଂଶୀଦାର କରନ୍ତୁ ହ୍ୱାଟସ୍ ଆପ୍ ରେ ଅଂଶୀଦାର କରନ୍ତୁ ଫେସବୁକରେ ଅଂଶୀଦାର କରନ୍ତୁ
ଗୁଗଲ୍ ପ୍ଲେରେ ଯାଆନ୍ତୁ
ସମକକ୍ଷ ଏବଂ ବିପରୀତ ଶବ୍ଦ ସହିତ ଓଡ଼ିଆ ଅଭିଧାନରୁ ଜନସଂଖ୍ୟା ଶବ୍ଦର ଅର୍ଥ ଏବଂ ଉଦାହରଣ ।

ଜନସଂଖ୍ୟା   ବିଶେଷ୍ୟ

ଅର୍ଥ : କୌଣସି ସ୍ଥାନରେ ବାସକରୁଥିବା ସମସ୍ତ ବ୍ୟକ୍ତି ବା ଜୀବଜନ୍ତୁ

ଉଦାହରଣ : ଭାରତରେ ବାଘଙ୍କର ଜନସଂଖ୍ୟା ଦିନକୁଦିନ କମୁଛି

ସମକକ୍ଷ : ଲୋକସଂଖ୍ୟା

किसी क्षेत्र में रहने या बसनेवाले किसी जंतु की कुल संख्या।

भारत में बाघों की जनसंख्या दिन-प्रतिदिन घटती जा रही है।
आबादी, जनसंख्या

ଅର୍ଥ : କୌଣସି ନଗର କିମ୍ବା ଦେଶଆଦିରେ ବାସକରୁଥିବା ମନୁଷ୍ୟମାନଙ୍କର ମୋଟ ସଂଖ୍ୟା

ଉଦାହରଣ : ଭାରତର ଜନସଂଖ୍ୟା ଦ୍ରୁତ ଗତିରେ ବଢ଼ିଚାଲିଛି

ସମକକ୍ଷ : ଆବାଦି, ପଡ଼ା, ବସ୍ତି

किसी नगर या देश आदि में बसनेवाले मनुष्यों की कुल संख्या।

भारत की जनसंख्या तेज़ी से बढ़ रही है।
आबादी, जनसंख्या, मर्दुम-शुमारी

The people who inhabit a territory or state.

The population seemed to be well fed and clothed.
population