ପୃଷ୍ଠା ଠିକଣା କପି କରନ୍ତୁ ଟ୍ୱିଟରରେ ଅଂଶୀଦାର କରନ୍ତୁ ହ୍ୱାଟସ୍ ଆପ୍ ରେ ଅଂଶୀଦାର କରନ୍ତୁ ଫେସବୁକରେ ଅଂଶୀଦାର କରନ୍ତୁ
ଗୁଗଲ୍ ପ୍ଲେରେ ଯାଆନ୍ତୁ
ସମକକ୍ଷ ଏବଂ ବିପରୀତ ଶବ୍ଦ ସହିତ ଓଡ଼ିଆ ଅଭିଧାନରୁ ବସନ୍ତ ଶବ୍ଦର ଅର୍ଥ ଏବଂ ଉଦାହରଣ ।

ବସନ୍ତ   ବିଶେଷ୍ୟ

ଅର୍ଥ : ସର୍ବଶ୍ରେଷ୍ଠଭାବେ ଗଣାଯାଉଥିବା ଏକ ଋତୁ ଯାହା ମାଘ ମାସର ଦ୍ୱିତୀୟ ପକ୍ଷରୁ ଆରମ୍ଭ ହୋଇ ଚୈତ୍ରର ପ୍ରଥମ ପକ୍ଷ ପର୍ଯ୍ୟନ୍ତ ଗଣାଯାଏ

ଉଦାହରଣ : ବସନ୍ତ ଆଗମନରେ ପ୍ରକୃତି ଶୋଭାମୟ ହେଲା

ସମକକ୍ଷ : ଋତୁରାଜ, ପିକପ୍ରିୟ

सर्वप्रधान मानी जाने वाली वह ऋतु जो माघ के दूसरे पक्ष से प्रारम्भ होकर चैत के प्रथम पक्ष तक की मानी गई है।

वसंत के आगमन पर प्रकृति खिल उठी है।
वसंत को कवियों ने ऋतुराज की संज्ञा दी है।
इष्य, ईष्म, ऋतुराज, कामसखा, कुसुमाकर, पिकप्रिय, पिकानंद, पिकानन्द, पुष्पसमय, बलांगक, बसंत, बसंत ऋतु, बहार, माधव, वसंत, वसंत ऋतु, वसन्त, शिशिरांत, शिशिरान्त

The season of growth.

The emerging buds were a sure sign of spring.
He will hold office until the spring of next year.
spring, springtime

ଅର୍ଥ : ଯେଉଁ ଛୁଆଁ ରୋଗ ହେଲେ ଚର୍ମ ଉପରେ ଛୋଟ ଛୋଟ ଫୋଟକା ବାହାରେ

ଉଦାହରଣ : ହାଡ଼ଫୁଟି ରୋଗୀକୁ ସଦାବେଳେ ପରିଷ୍କାର ସ୍ଥାନରେ ରଖିବା ଦରକାର

ସମକକ୍ଷ : ପାଣି ବସନ୍ତ, ହାଡଫୁଟି, ହାଡଫୁଟି ମା

एक प्रकार का छूत-रोग जिसमें चमड़ी पर छोटे-छोटे फोड़े निकल आते हैं।

छोटी माता के रोगी को हमेशा स्वच्छ स्थान में रखना चाहिए।
चिकनपाक्स, चिकनपॉक्स, छोटी माता, छोटीमाता, पापरोग, मसूरिका

An acute contagious disease caused by herpes varicella zoster virus. Causes a rash of vesicles on the face and body.

chickenpox, varicella

ଅର୍ଥ : ଏକ ରାଗ

ଉଦାହରଣ : ସଙ୍ଗୀତର ମୁଖ୍ୟ ଛଅ ରାଗ ମଧ୍ୟରୁ ବସନ୍ତ ହେଉଛି ଦ୍ୱିତୀୟ ରାଗ

ସମକକ୍ଷ : ବସଂତ, ବସଂତ ରାଗ, ବସନ୍ତ ରାଗ

एक राग।

वसंत संगीत के मुख्य छः रागों में से दूसरा है।
बसंत, बसंत राग, बसन्त, बसन्त राग, वसंत, वसंत राग, वसन्त, वसन्त राग

Any of various fixed orders of the various diatonic notes within an octave.

mode, musical mode