ସଦସ୍ୟତା ନିଅନ୍ତୁ
ପୃଷ୍ଠା ଠିକଣା କ୍ଲିପବୋର୍ଡରେ କପି ହୋଇଛି ।
ଅର୍ଥ : ଯେଉଁ ସଂକ୍ରାମକ ରୋଗରେ ଶରୀରରେ ଫୋଟକା ବାହାରି ପଡ଼େ
ଉଦାହରଣ : ମାର୍ଚ୍ଚ, ଏପ୍ରିଲ ମାସରେ ବସନ୍ତ ରୋଗର ଅଧିକ ପ୍ରକୋପ ରହିଥାଏ
ସମକକ୍ଷ : ବଡ଼ ମା, ଶୀତଳା
एक ऐसा संक्रामक रोग जिसमें शरीर पर दाने निकल आते हैं।
A highly contagious viral disease characterized by fever and weakness and skin eruption with pustules that form scabs that slough off leaving scars.
ସଂସ୍ଥାପନ କରନ୍ତୁ