ସଦସ୍ୟତା ନିଅନ୍ତୁ
ପୃଷ୍ଠା ଠିକଣା କ୍ଲିପବୋର୍ଡରେ କପି ହୋଇଛି ।
ଅର୍ଥ : କୌଣସି ବସ୍ତୁ ଆଦି ଅଧିକ ମାତ୍ରାରେ ଉପରୁ ପଡ଼ିବା ବା ପକେଇବାର ପ୍ରକ୍ରିୟା
ଉଦାହରଣ : ଭକ୍ତମାନେ ମହାତ୍ମାଜୀଙ୍କ ଉପରେ ପୁଷ୍ପ ବର୍ଷା କଲେ
ସମକକ୍ଷ : ବୃଷ୍ଟି
किसी वस्तु आदि का अधिक मात्रा में ऊपर से गिरने या गिराने की क्रिया।
A sudden downpour (as of tears or sparks etc) likened to a rain shower.
ଅର୍ଥ : କୌଣସି ଜିନିଷର ବହୁତ ଅଧିକ ମାତ୍ରା ବା ସଂଖ୍ୟାରେ ଖସିବା ବା ପଡିବା କ୍ରିୟା
ଉଦାହରଣ : ଏଭଳି ପଇସା ବୃଷ୍ଟି ସେ ଆଗରୁ କେବେ ଦେଖି ନଥିଲେପଥର ବର୍ଷାରୁ ରକ୍ଷାପାଇବା ପାଇଁ ପୋଲିସ ଗୁଳି ଚଳାଇଲା
ସମକକ୍ଷ : ବର୍ଷଣ, ବୃଷ୍ଟି
किसी चीज का बहुत अधिक मात्रा या संख्या में गिरने या पड़ने की क्रिया।
ଅର୍ଥ : ବାଦଲରୁ ଝରୁଥିବା ଜଳବୁନ୍ଦା
ଉଦାହରଣ : ସେ ବର୍ଷାରେ ଭିଜି ଗଲା
जल की बूदें जो बादलों से गिरती हैं।
Water falling in drops from vapor condensed in the atmosphere.
ଅର୍ଥ : ପାଣି ବର୍ଷିବା କ୍ରିୟା
ଉଦାହରଣ : ଭାରତର ଚେରାପୁଞ୍ଜିରେ ସବୁଠାରୁ ଅଧିକ ବୃଷ୍ଟି ହୁଏ ଦୁଇଘଣ୍ଟା ହେଲାଣି ବର୍ଷା ହେଉଛି
ସମକକ୍ଷ : ଜଳବୃଷ୍ଟି, ବୃଷ୍ଟି
पानी बरसने की क्रिया।
ଅର୍ଥ : ବରଷି ଥିବା
ଉଦାହରଣ : ବର୍ଷା ଜଳଦ୍ୱାରା ନଦୀନାଳରେ ବଢ଼ି ଆସିଛି
बरसा हुआ।
ସଂସ୍ଥାପନ କରନ୍ତୁ