ପୃଷ୍ଠା ଠିକଣା କପି କରନ୍ତୁ ଟ୍ୱିଟରରେ ଅଂଶୀଦାର କରନ୍ତୁ ହ୍ୱାଟସ୍ ଆପ୍ ରେ ଅଂଶୀଦାର କରନ୍ତୁ ଫେସବୁକରେ ଅଂଶୀଦାର କରନ୍ତୁ
ଗୁଗଲ୍ ପ୍ଲେରେ ଯାଆନ୍ତୁ
ସମକକ୍ଷ ଏବଂ ବିପରୀତ ଶବ୍ଦ ସହିତ ଓଡ଼ିଆ ଅଭିଧାନରୁ ବର୍ଷାଇବା ଶବ୍ଦର ଅର୍ଥ ଏବଂ ଉଦାହରଣ ।

ବର୍ଷାଇବା   କ୍ରିୟାପଦ

ଅର୍ଥ : ବାଦଲରୁ ଜଳ ତଳେ ପଡ଼ିବା

ଉଦାହରଣ : ଇନ୍ଦ୍ର ନିଜର ବଳ ଦେଖେଇବାପାଇଁ ଖୁବ ଜଳ ବୃଷ୍ଟିକଲେ

ସମକକ୍ଷ : ବର୍ଷାକରିବା, ବୃଷ୍ଟିକରିବା

बादल से जल नीचे गिराना।

इन्द्र ने अपनी ताकत दिखाने के लिए खूब पानी बरसाया।
पानी बरसाना, बरषाना, बरसाना, बारिश करना, वर्षा करना

Spray or sprinkle with.

The guests showered rice on the couple.
shower

ଅର୍ଥ : ବର୍ଷା ଜଳ ପରି ଉପରୁ ବା ଇଆଡ଼ୁସିଆଡ଼ୁ ନିରନ୍ତର ଅଧିକ ମାତ୍ରାରେ କୌଣସି ବସ୍ତୁ ଆଦି ପକେଇବା

ଉଦାହରଣ : ଛବିଶ ଜାନୁଆରୀ ଦିନ ହେଲିକ୍ୟାପଟରରୁ ଫୁଲ ବର୍ଷାକରାଗଲା

ସମକକ୍ଷ : ବର୍ଷା କରିବା, ବର୍ଷେଇବା

वर्षा के जल के समान ऊपर या इधर-उधर से निरन्तर अधिक मात्रा में कोई वस्तु आदि गिराना।

छब्बीस जनवरी के दिन हेलिकाप्टर ने फूल बरसाये।
बरषाना, बरसाना, बारिश करना, वर्षा करना

Spray or sprinkle with.

The guests showered rice on the couple.
shower