ପୃଷ୍ଠା ଠିକଣା କପି କରନ୍ତୁ ଟ୍ୱିଟରରେ ଅଂଶୀଦାର କରନ୍ତୁ ହ୍ୱାଟସ୍ ଆପ୍ ରେ ଅଂଶୀଦାର କରନ୍ତୁ ଫେସବୁକରେ ଅଂଶୀଦାର କରନ୍ତୁ
ଗୁଗଲ୍ ପ୍ଲେରେ ଯାଆନ୍ତୁ
ସମକକ୍ଷ ଏବଂ ବିପରୀତ ଶବ୍ଦ ସହିତ ଓଡ଼ିଆ ଅଭିଧାନରୁ ବର୍ମ ଶବ୍ଦର ଅର୍ଥ ଏବଂ ଉଦାହରଣ ।

ବର୍ମ   ବିଶେଷ୍ୟ

ଅର୍ଥ : ଲୁହା ଆଦିରେ ତିଆରିହୋଇଥିବା ସେହି ଆବରଣ ଯାହା ଲଢ଼େଇ ସମୟରେ ହତିଆର ଆଘାତରୁ ଯୋଦ୍ଧାକୁ ସୁରକ୍ଷା କରେ

ଉଦାହରଣ : ଆକ୍ରମଣରୁ ବଞ୍ଚିବାପାଇଁ ସାଞ୍ଜୁ ବ୍ୟବହାର କରାଯାଏ

ସମକକ୍ଷ : କବଚ, ସାଞ୍ଜୁ

लोहे आदि का बना वह आवरण जो लड़ाई के समय हथियारों से योद्धा को सुरक्षा प्रदान करता है।

आक्रमण से बचने के लिए कवच का प्रयोग किया जाता है।
अँगरी, अंगत्राण, अंगरक्षी, अंगरी, कंचुक, कवच, जगर, ज़िरह, जिरह, तनुवार, त्राण, नागोद, बकतर, बखतर, बख़तर, बख़्तर, बख्तर, वरूथ, वर्म, वारवाण, सँजोया, सनाह, सन्नाह

Protective covering made of metal and used in combat.

armor, armour

ଅର୍ଥ : ଏକ ପ୍ରକାର ଲୁହା କବଚ

ଉଦାହରଣ : ସାଞ୍ଜୁ ଛାତିର ସୁରକ୍ଷା କରିଥାଏ

ସମକକ୍ଷ : କବଚ, ସାଞ୍ଜୁ

एक प्रकार का लोहे का कवच।

नागोद छाती की रक्षा करता है।
नागोद