ପୃଷ୍ଠା ଠିକଣା କପି କରନ୍ତୁ ଟ୍ୱିଟରରେ ଅଂଶୀଦାର କରନ୍ତୁ ହ୍ୱାଟସ୍ ଆପ୍ ରେ ଅଂଶୀଦାର କରନ୍ତୁ ଫେସବୁକରେ ଅଂଶୀଦାର କରନ୍ତୁ
ଗୁଗଲ୍ ପ୍ଲେରେ ଯାଆନ୍ତୁ
ସମକକ୍ଷ ଏବଂ ବିପରୀତ ଶବ୍ଦ ସହିତ ଓଡ଼ିଆ ଅଭିଧାନରୁ ବର୍ଜନ ଶବ୍ଦର ଅର୍ଥ ଏବଂ ଉଦାହରଣ ।

ବର୍ଜନ   ବିଶେଷ୍ୟ

ଅର୍ଥ : କୌଣସି ବିଷୟରେ, କାହା ସହିତ ମତଭେଦ ହେଲାପରେ ବିରୋଧ ବା ଅସନ୍ତୋଷ ପ୍ରକଟ କରିବା ପାଇଁ ତାହାର ତ୍ୟାଗ

ଉଦାହରଣ : ଗାନ୍ଧିଜୀ ବିଦେଶୀ ବସ୍ତୁଗୁଡ଼ିକୁ ବହିଷ୍କାର କରିଥିଲେ

ସମକକ୍ଷ : ବହିଷ୍କରଣ, ବହିଷ୍କାର

किसी विषय में किसी से मतभेद होने पर विरोध या असंतोष प्रकट करने के लिए उसका त्याग।

गाँधी ने विदेशी वस्तुओं का बहिष्कार किया था।
बहिष्करण, बहिष्कार

A group's refusal to have commercial dealings with some organization in protest against its policies.

boycott

ଅର୍ଥ : କୌଣସି କାରଣରୁ ସଭା,କାର୍ଯ୍ୟ ଆଦି ଛାଡ଼ି ଚାଲିଯିବାର ପ୍ରକ୍ରିୟା

ଉଦାହରଣ : ବିରୋଧୀ ଦଳ ସଭ୍ୟମାନେ ଆଜି ସଂସଦ ସଭା ବର୍ଜନ କଲେ

ସମକକ୍ଷ : ପରିତ୍ୟାଗ, ୱାକଆଉଟ

किसी कारणवश सभा, कार्य आदि छोड़कर जाने की क्रिया।

विपक्षियो ने आज संसद सभा से वाकआउट किया।
वाक आउट, वाक ऑउट, वाक-आउट, वाक-ऑउट, वाकआउट, वाकऑउट

The act of walking out (of a meeting or organization) as a sign of protest.

There was a walkout by the Black members as the chairman rose to speak.
walkout