ପୃଷ୍ଠା ଠିକଣା କପି କରନ୍ତୁ ଟ୍ୱିଟରରେ ଅଂଶୀଦାର କରନ୍ତୁ ହ୍ୱାଟସ୍ ଆପ୍ ରେ ଅଂଶୀଦାର କରନ୍ତୁ ଫେସବୁକରେ ଅଂଶୀଦାର କରନ୍ତୁ
ଗୁଗଲ୍ ପ୍ଲେରେ ଯାଆନ୍ତୁ
ସମକକ୍ଷ ଏବଂ ବିପରୀତ ଶବ୍ଦ ସହିତ ଓଡ଼ିଆ ଅଭିଧାନରୁ ବରି ଶବ୍ଦର ଅର୍ଥ ଏବଂ ଉଦାହରଣ ।

ବରି   ବିଶେଷ୍ୟ

ଅର୍ଥ : ଭାଟିରେ ଫୁଙ୍କି ଗୋଟିଏ ପ୍ରକାରର ଛୋଟଗୋଡି ଯାହାକୁ ନଷ୍ଟକରି ତଥା ପିଟି କାନ୍ଥଆଦିକୁ ସଫା କରିବା ଏବଂ ପଲସ୍ତରା ନିମନ୍ତେ ମସଲା ପ୍ରସ୍ତୁତ କରାଯାଏ

ଉଦାହରଣ : ରାଜମିସ୍ତ୍ରୀ ବରିରେ ସିମେଣ୍ଟ ମିଶାଉଛି

भट्टी में फूँके हुए एक तरह के कंकड़ जिन्हें बुझा तथा पीटकर दीवारों आदि की गोड़ाई और पलस्तर के लिए मसाला तैयार किया जाता है।

राजगीर बरी में सिमेंट मिला रहा है।
बरी