ପୃଷ୍ଠା ଠିକଣା କପି କରନ୍ତୁ ଟ୍ୱିଟରରେ ଅଂଶୀଦାର କରନ୍ତୁ ହ୍ୱାଟସ୍ ଆପ୍ ରେ ଅଂଶୀଦାର କରନ୍ତୁ ଫେସବୁକରେ ଅଂଶୀଦାର କରନ୍ତୁ
ଗୁଗଲ୍ ପ୍ଲେରେ ଯାଆନ୍ତୁ
ସମକକ୍ଷ ଏବଂ ବିପରୀତ ଶବ୍ଦ ସହିତ ଓଡ଼ିଆ ଅଭିଧାନରୁ ବନ ବିଭାଗ ଶବ୍ଦର ଅର୍ଥ ଏବଂ ଉଦାହରଣ ।

ବନ ବିଭାଗ   ବିଶେଷ୍ୟ

ଅର୍ଥ : ଜଙ୍ଗଲର ସୁରକ୍ଷା କରୁଥିବା ବା ବନୀକରଣ କରୁଥିବା ବା କରାଉଥିବା ବିଭାଗ

ଉଦାହରଣ : ମୋହନ ବନବିଭାଗରେ କାମ କରେ

ସମକକ୍ଷ : ବନ-ବିଭାଗ, ବନବିଭାଗ

वह विभाग जो वनों की देख-रेख या वन लगाने का काम करता या करवाता है।

मोहन वनविभाग में काम करता है।
वन विभाग, वन-विभाग, वनविभाग

An administrative unit in government or business.

division