ପୃଷ୍ଠା ଠିକଣା କପି କରନ୍ତୁ ଟ୍ୱିଟରରେ ଅଂଶୀଦାର କରନ୍ତୁ ହ୍ୱାଟସ୍ ଆପ୍ ରେ ଅଂଶୀଦାର କରନ୍ତୁ ଫେସବୁକରେ ଅଂଶୀଦାର କରନ୍ତୁ
ଗୁଗଲ୍ ପ୍ଲେରେ ଯାଆନ୍ତୁ
ସମକକ୍ଷ ଏବଂ ବିପରୀତ ଶବ୍ଦ ସହିତ ଓଡ଼ିଆ ଅଭିଧାନରୁ ବନ୍ଧାଇବା ଶବ୍ଦର ଅର୍ଥ ଏବଂ ଉଦାହରଣ ।

ବନ୍ଧାଇବା   କ୍ରିୟାପଦ

ଅର୍ଥ : କାହାରିକୁ ବନ୍ଧେଇ କରିବାପାଇଁ ପ୍ରବୃତ୍ତ କରିବା

ଉଦାହରଣ : ସେ ଦୋକାନୀଦ୍ୱାରା ଫଟୋ ବନ୍ଧେଇ କରାଇଲା

ସମକକ୍ଷ : ବନ୍ଧେଇ କରାଇବା

किसी को मढ़ने में प्रवृत्त करना।

उसने दुकानदार से फोटो मढ़वाया।
मढ़वाना, मढ़ाना

Enclose in a frame, as of a picture.

frame

ଅର୍ଥ : ବାନ୍ଧିବାର କାମ ଅନ୍ୟ କାହାଦ୍ୱାରା କରାଇବା

ଉଦାହରଣ : ସେ ତା ଭଉଣୀଦ୍ୱାରା ରାକ୍ଷୀ ବନ୍ଧାଇଲା

बाँधने का काम दूसरे से करवाना।

उसने अपनी बहन से राखी बँधवाई।
बँधवाना, बंधवाना