ପୃଷ୍ଠା ଠିକଣା କପି କରନ୍ତୁ ଟ୍ୱିଟରରେ ଅଂଶୀଦାର କରନ୍ତୁ ହ୍ୱାଟସ୍ ଆପ୍ ରେ ଅଂଶୀଦାର କରନ୍ତୁ ଫେସବୁକରେ ଅଂଶୀଦାର କରନ୍ତୁ
ଗୁଗଲ୍ ପ୍ଲେରେ ଯାଆନ୍ତୁ
ସମକକ୍ଷ ଏବଂ ବିପରୀତ ଶବ୍ଦ ସହିତ ଓଡ଼ିଆ ଅଭିଧାନରୁ ବନସ୍ପତି ଶବ୍ଦର ଅର୍ଥ ଏବଂ ଉଦାହରଣ ।

ବନସ୍ପତି   ବିଶେଷ୍ୟ

ଅର୍ଥ : ଗତି ହୀନ ଓ ପ୍ରାୟ ସ୍ୱୟଂ ନିଜ ଖାଦ୍ୟ ତିଆରି କରୁଥିବା ସଜୀବ

ଉଦାହରଣ : ଜଙ୍ଗଲରେ ପ୍ରକାର ପ୍ରକାରର ଗଛଲତା ଦେଖାଯାଏ

ସମକକ୍ଷ : ଗଛପତ୍ର, ଗଛଲତା

वह सजीव जिसमें गति नहीं होती है और अधिकांशतः वह अपना भोजन स्वयं बनाता है।

जंगलों में तरह-तरह की वनस्पतियाँ पायी जाती हैं।
पेड़-पौधा, वनस्पति

ଅର୍ଥ : ଚେର, ମୂଳ, ଶାଖା ତଥା ପତ୍ର ଯୁକ୍ତ ବହୁ ବର୍ଷର ବନସ୍ପତି

ଉଦାହରଣ : ଗଛ ମନୁଷ୍ୟମାନଙ୍କ ନିମନ୍ତେ ବହୁତ ଉପଯୋଗୀ

ସମକକ୍ଷ : ଗଛ, ତରୁ, ତରୁବର, ଦ୍ରୁମ, ପଲ୍ଲବୀ, ପାଦପ, ବିଟପ, ବୃକ୍ଷ

A tall perennial woody plant having a main trunk and branches forming a distinct elevated crown. Includes both gymnosperms and angiosperms.

tree

ଅର୍ଥ : ବିଶେଷକରି ଏକ କ୍ଷେତ୍ର ବା ସମୟରେ ହେଉଥିବା ସମସ୍ତ ଗଛବୃଛ

ଉଦାହରଣ : ଚୀନ ଏବଂ ୟୁରୋପର ଗଛବୃଛରେ ଭିନ୍ନତା ଦେଖାଯାଏ

ସମକକ୍ଷ : ଗଛବୃଛ, ଗଛଲତା

* वे सभी वनस्पतियाँ जो किसी विशेष क्षेत्र या काल में होते हैं।

चीन और यूरोप की वनस्पतियों में भिन्नता होती है।
पेड़-पौधा, वनस्पति

All the plant life in a particular region or period.

Pleistocene vegetation.
The flora of southern California.
The botany of China.
botany, flora, vegetation