ପୃଷ୍ଠା ଠିକଣା କପି କରନ୍ତୁ ଟ୍ୱିଟରରେ ଅଂଶୀଦାର କରନ୍ତୁ ହ୍ୱାଟସ୍ ଆପ୍ ରେ ଅଂଶୀଦାର କରନ୍ତୁ ଫେସବୁକରେ ଅଂଶୀଦାର କରନ୍ତୁ
ଗୁଗଲ୍ ପ୍ଲେରେ ଯାଆନ୍ତୁ
ସମକକ୍ଷ ଏବଂ ବିପରୀତ ଶବ୍ଦ ସହିତ ଓଡ଼ିଆ ଅଭିଧାନରୁ ବନସ୍ପତିହୀନ ଶବ୍ଦର ଅର୍ଥ ଏବଂ ଉଦାହରଣ ।

ବନସ୍ପତିହୀନ   ବିଶେଷଣ

ଅର୍ଥ : ଯେଉଁଠି ଗଛପତ୍ର ନ ଥାଏ

ଉଦାହରଣ : କ୍ରମାଗତ ଭାବେ କେତେ ବର୍ଷ ଧରି ବର୍ଷା ନହେବାରୁ ଏହି ଜାଗା ବୃକ୍ଷଲତା ହୀନ ହୋଇଯାଇଛି

ସମକକ୍ଷ : ବୃକ୍ଷହୀନ, ଶସ୍ୟହୀନ, ସବୁଜିମାହୀନ

जहाँ वनस्पति न हो (क्षेत्र)।

लगातर कई सालों तक बारिश न होने से यह क्षेत्र उजाड़ हो गया है।
उजाड़, वनस्पतिहीन, शस्यहीन

Providing no shelter or sustenance.

Bare rocky hills.
Barren lands.
The bleak treeless regions of the high Andes.
The desolate surface of the moon.
A stark landscape.
bare, barren, bleak, desolate, stark