ପୃଷ୍ଠା ଠିକଣା କପି କରନ୍ତୁ ଟ୍ୱିଟରରେ ଅଂଶୀଦାର କରନ୍ତୁ ହ୍ୱାଟସ୍ ଆପ୍ ରେ ଅଂଶୀଦାର କରନ୍ତୁ ଫେସବୁକରେ ଅଂଶୀଦାର କରନ୍ତୁ
ଗୁଗଲ୍ ପ୍ଲେରେ ଯାଆନ୍ତୁ
ସମକକ୍ଷ ଏବଂ ବିପରୀତ ଶବ୍ଦ ସହିତ ଓଡ଼ିଆ ଅଭିଧାନରୁ ବଧକରିବା ଶବ୍ଦର ଅର୍ଥ ଏବଂ ଉଦାହରଣ ।

ବଧକରିବା   କ୍ରିୟାପଦ

ଅର୍ଥ : ଯେପରି କଲେ କୌଣସି ବସ୍ତୁ ଆଦି ବ୍ୟବହାରହୀନ ହୋଇଯାଏ ବା ନିଷ୍କ୍ରିୟ ହୋଇଯାଏ (ବିଶେଷକରି ଖେଳରେ)

ଉଦାହରଣ : ଚେସ୍ ଖେଳାଳୀ ଗୋଟିଏ ସୈନ୍ୟଦ୍ୱାରା ପ୍ରତିଦ୍ୱନ୍ଦୀର ରାଣୀକୁ ମାରିଲା

ସମକକ୍ଷ : ନିଷ୍କ୍ରିୟ କରିବା, ମାରିବା

गंजीफे, ताश, शतरंज आदि खेलों में विपक्षी के पत्ते, गोटी आदि जीतना।

शतरंजी ने एक प्यादे से प्रतिद्वंदी के वजीर को मारा।
मारना