ଅର୍ଥ : ଉତ୍ତର ପ୍ରଦେଶର ଏକ ସହର
ଉଦାହରଣ :
ବଦାୟୁଂରେ ପୁରାତନ ସ୍ମାରକ ଏବଂ ଅବଶେଷ ମହଜୁଦ ଅଛି
ସମକକ୍ଷ : ବଦାୟୁଁ, ବଦାୟୁଁ ସହର, ବଦାୟୁଂ ସହର
ଅର୍ଥ : ଉତ୍ତର ପ୍ରଦେଶର ଏକ ଜିଲ୍ଲା
ଉଦାହରଣ :
ବଦାୟୁଂ ଜିଲ୍ଲାର ମୁଖ୍ୟ କାର୍ଯ୍ୟାଳୟ ବଦାୟୁଂରେ ଅବସ୍ଥିତ
ସମକକ୍ଷ : ବଦାୟୁଁ, ବଦାୟୁଁ ଜିଲ୍ଲା, ବଦାୟୁଂ ଜିଲ୍ଲା