ପୃଷ୍ଠା ଠିକଣା କପି କରନ୍ତୁ ଟ୍ୱିଟରରେ ଅଂଶୀଦାର କରନ୍ତୁ ହ୍ୱାଟସ୍ ଆପ୍ ରେ ଅଂଶୀଦାର କରନ୍ତୁ ଫେସବୁକରେ ଅଂଶୀଦାର କରନ୍ତୁ
ଗୁଗଲ୍ ପ୍ଲେରେ ଯାଆନ୍ତୁ
ସମକକ୍ଷ ଏବଂ ବିପରୀତ ଶବ୍ଦ ସହିତ ଓଡ଼ିଆ ଅଭିଧାନରୁ ବଟି ଶବ୍ଦର ଅର୍ଥ ଏବଂ ଉଦାହରଣ ।

ବଟି   ବିଶେଷ୍ୟ

ଅର୍ଥ : ଛୁଆମାନଙ୍କ ଦ୍ୱାରା କଟିକୁ ରଦ୍ଦ କରି ପୁନଃ ମୈତ୍ରୀ ସମ୍ବନ୍ଧ ସ୍ଥାପିତ କରିବା କ୍ରିୟା ଯେଉଁଥିରେ ସେମାନେ ହାତର କିଛି ଆଙ୍ଗୁଳିଗୁଡ଼ିକୁ ନିଜ ମଧ୍ୟରେ ସ୍ପର୍ଶ କରାନ୍ତି

ଉଦାହରଣ : ଛୁଆମାନେ କଥା କଥାରେ କଟି କରି ପୁଣି ବଟି କରିନିଅନ୍ତି

बच्चों द्वारा कट्टी को रद्द करके पुनः मैत्री संबंध स्थापित करने की क्रिया जिसमें वे हाथ की कुछ अंगुलियों को आपस में स्पर्श कराते हैं।

बच्चे बात-बात में कट्टी करके फिर से बट्टी कर लेते हैं।
बट्टी