ଅର୍ଥ : ମୂର୍ଚ୍ଛାଆଦି ଅବସ୍ଥାରେ ମୁଁହରୁ ବାହାରୁଥିବା ଫେଣ
ଉଦାହରଣ :
ମୂର୍ଚ୍ଛିତ ବ୍ୟକ୍ତି ଛଟପଟ ହେଉଥିଲା ଓ ତା ମୁଁହରୁ ବଚ ବି ବାହାରୁଥିଲା
ସମକକ୍ଷ : ଫେଣ
ଅର୍ଥ : ବିଶେଷକରି ସନ୍ତସନ୍ତିଆ ଭୂମି ଅବା ନଦୀନାଳର ପଠାରେ ମିଳୁଥିବା ଏକ ଔଷଧୀୟ ବୃକ୍ଷ
ଉଦାହରଣ :
ଘୋଡାବଚର ଚେରକୁ କାଶ, ମୂତ୍ରରୋଗ,ମାନସିକ ରୋଗ ଆଦିରେ ବ୍ୟବହାର କରାଯାଏ
ସମକକ୍ଷ : ଉଗ୍ରଗନ୍ଧା, ଘୋଡାବଚ, ଶତପର୍ଣ୍ଣିକା