ପୃଷ୍ଠା ଠିକଣା କପି କରନ୍ତୁ ଟ୍ୱିଟରରେ ଅଂଶୀଦାର କରନ୍ତୁ ହ୍ୱାଟସ୍ ଆପ୍ ରେ ଅଂଶୀଦାର କରନ୍ତୁ ଫେସବୁକରେ ଅଂଶୀଦାର କରନ୍ତୁ
ଗୁଗଲ୍ ପ୍ଲେରେ ଯାଆନ୍ତୁ
ସମକକ୍ଷ ଏବଂ ବିପରୀତ ଶବ୍ଦ ସହିତ ଓଡ଼ିଆ ଅଭିଧାନରୁ ଉଗ୍ରଗନ୍ଧା ଶବ୍ଦର ଅର୍ଥ ଏବଂ ଉଦାହରଣ ।

ଉଗ୍ରଗନ୍ଧା   ବିଶେଷ୍ୟ

ଅର୍ଥ : ଏକ ପ୍ରକାର ଘାସରୁ ପ୍ରାପ୍ତ ଗଣ୍ଠିଭଳି ଏକ ଫୁଲ

ଉଦାହରଣ : ଉଗ୍ରଗନ୍ଧା ଫୁଲ ଶୁଙ୍ଘିଲେ ଛିଙ୍କ ଆସେ

ସମକକ୍ଷ : ଉଗ୍ରଗନ୍ଧା ଫୁଲ

एक प्रकार की घास से प्राप्त घुंडी की तरह का फूल।

छिकनी को सूँघने पर छीकें आती हैं।
उग्रगंधा, उग्रगन्धा, उग्रा, क्षवक, छिंकनी, छिकनी, नकछिंकनी, नकछिकनी

Reproductive organ of angiosperm plants especially one having showy or colorful parts.

bloom, blossom, flower

ଅର୍ଥ : ବିଶେଷକରି ସନ୍ତସନ୍ତିଆ ଭୂମି ଅବା ନଦୀନାଳର ପଠାରେ ମିଳୁଥିବା ଏକ ଔଷଧୀୟ ବୃକ୍ଷ

ଉଦାହରଣ : ଘୋଡାବଚର ଚେରକୁ କାଶ, ମୂତ୍ରରୋଗ,ମାନସିକ ରୋଗ ଆଦିରେ ବ୍ୟବହାର କରାଯାଏ

ସମକକ୍ଷ : ଘୋଡାବଚ, ବଚ, ଶତପର୍ଣ୍ଣିକା

विशेषकर दलदल भूमि या नदी-नालों के किनारे पाया जानेवाला एक औषधीय पौधा।

घोड़बच की जड़ का उपयोग खाँसी, मूत्ररोग, मानसिक रोगों आदि में किया जाता है।
उग्रगंधा, उग्रगन्धा, उग्रा, घोड़बच, जीवा, बच, बचा, रक्ता, रक्षोघ्नी, वच, वचा, वेखंड, शतपर्वा, शतपर्विका, शतपर्व्विका

Perennial marsh plant having swordlike leaves and aromatic roots.

acorus calamus, calamus, flagroot, myrtle flag, sweet calamus, sweet flag