ପୃଷ୍ଠା ଠିକଣା କପି କରନ୍ତୁ ଟ୍ୱିଟରରେ ଅଂଶୀଦାର କରନ୍ତୁ ହ୍ୱାଟସ୍ ଆପ୍ ରେ ଅଂଶୀଦାର କରନ୍ତୁ ଫେସବୁକରେ ଅଂଶୀଦାର କରନ୍ତୁ
ଗୁଗଲ୍ ପ୍ଲେରେ ଯାଆନ୍ତୁ
ସମକକ୍ଷ ଏବଂ ବିପରୀତ ଶବ୍ଦ ସହିତ ଓଡ଼ିଆ ଅଭିଧାନରୁ ବଙ୍କାଇବା ଶବ୍ଦର ଅର୍ଥ ଏବଂ ଉଦାହରଣ ।

ବଙ୍କାଇବା   କ୍ରିୟାପଦ

ଅର୍ଥ : ନିଆଁରେ କୌଣସି ବସ୍ତୁ ଆଦିକୁ ବଙ୍କାକରିବା କାମ ଅନ୍ୟ କାହାଦ୍ୱାରା କରାଇବା

ଉଦାହରଣ : କୃଷକ ତା ସ୍ତ୍ରୀ ଦ୍ୱାରା ନିଆଁଆଞ୍ଚରେ କାଠ ବଙ୍କାଉଛି

ସମକକ୍ଷ : ନୁଆଁଇବା, ବକ୍ର କରାଇବା, ମୋଡାଇବା

आग में किसी वस्तु आदि को झोंकने का काम किसी और से कराना।

किसान अपनी पत्नी से गुलवर में लकड़ी झोंकवा रहा है।
झोंकवाना

ଅର୍ଥ : ନଇଁବାପାଇଁ ପ୍ରବୃତ୍ତକରିବା

ଉଦାହରଣ : ନିଜେ ତ ମୋତେ ନୁଆଁଇ ପାରିଲାନାହିଁ,ଏବେ ଅନ୍ୟମାନଙ୍କଦ୍ୱାରା ନୁଆଁଇବାକୁ ଚାହୁଁଛି

ସମକକ୍ଷ : ନତକରାଇବା, ନମ୍ରକରାଇବା, ନୁଆଇଁବା

झुकाने में प्रवृत्त करना।

खुद तो मुझे नहीं झुका सका अब दूसरों से झुकवाना चाहता है।
झुकवाना