ପୃଷ୍ଠା ଠିକଣା କପି କରନ୍ତୁ ଟ୍ୱିଟରରେ ଅଂଶୀଦାର କରନ୍ତୁ ହ୍ୱାଟସ୍ ଆପ୍ ରେ ଅଂଶୀଦାର କରନ୍ତୁ ଫେସବୁକରେ ଅଂଶୀଦାର କରନ୍ତୁ
ଗୁଗଲ୍ ପ୍ଲେରେ ଯାଆନ୍ତୁ
ସମକକ୍ଷ ଏବଂ ବିପରୀତ ଶବ୍ଦ ସହିତ ଓଡ଼ିଆ ଅଭିଧାନରୁ ବଖାଣିବା ଶବ୍ଦର ଅର୍ଥ ଏବଂ ଉଦାହରଣ ।

ବଖାଣିବା   କ୍ରିୟାପଦ

ଅର୍ଥ : ସୁନ୍ଦର ଓ ବ୍ୟବସ୍ଥିତ ଢଙ୍ଗରେ କହିବା

ଉଦାହରଣ : ସେ ନିଜ ଅନୁଭୂତି ସମସ୍ତଙ୍କ ସାମ୍ନାରେ ବଖାଣିଲେ

ସମକକ୍ଷ : ବନେଇ ଚୁନେଇକରି କହିବା

सुन्दर और व्यवस्थित ढंग से अभिव्यक्त करना।

उसने अपनी अनुभूति को शब्दों में पिरोया।
पिरोना

Add as if on a string.

String these ideas together.
String up these songs and you'll have a musical.
string, string up

ଅର୍ଥ : ବିସ୍ତାର ପୂର୍ବକ କିଛି କହିବା

ଉଦାହରଣ : ସେ କାଲିର ଘଟଣା ବର୍ଣ୍ଣନା କରୁଥିଲେ

ସମକକ୍ଷ : ବର୍ଣ୍ଣନା କରିବା, ବୟାନ କରିବା

विस्तारपूर्वक कुछ कहना।

वह कल की घटनाओं का वर्णन कर रहा था।
बखान करना, बखानना, बताना, बयान करना, वर्णन करना

Describe in vivid detail.

delineate