ପୃଷ୍ଠା ଠିକଣା କପି କରନ୍ତୁ ଟ୍ୱିଟରରେ ଅଂଶୀଦାର କରନ୍ତୁ ହ୍ୱାଟସ୍ ଆପ୍ ରେ ଅଂଶୀଦାର କରନ୍ତୁ ଫେସବୁକରେ ଅଂଶୀଦାର କରନ୍ତୁ
ଗୁଗଲ୍ ପ୍ଲେରେ ଯାଆନ୍ତୁ
ସମକକ୍ଷ ଏବଂ ବିପରୀତ ଶବ୍ଦ ସହିତ ଓଡ଼ିଆ ଅଭିଧାନରୁ ବକ ଶବ୍ଦର ଅର୍ଥ ଏବଂ ଉଦାହରଣ ।

ବକ   ବିଶେଷ୍ୟ

ଅର୍ଥ : ଯେଉଁ ଦୈତ୍ୟକୁ ଭୀମ ମାରିଥିଲେ

ଉଦାହରଣ : ବକାସୁର ପ୍ରତିଦିନ ଏକଚକ୍ର ନଗରୀର ଜଣେ ବ୍ୟକ୍ତିକୁ ବି ଭକ୍ଷଣ କରୁଥିଲା

ସମକକ୍ଷ : ବକାସୁର

एक दैत्य जिसे भीम ने मारा था।

बकासुर प्रतिदिन एकचक्रा नगरी के एक व्यक्ति का भी भक्षण करता था।
बक, बकासुर, वक, वकासुर

ଅର୍ଥ : ଲମ୍ବା ବେକ ଓ ଲମ୍ବା ଗୋଡ଼ଥିବା ଏକ ପକ୍ଷୀ

ଉଦାହରଣ : ମାଛ ଧରିବାପାଇଁ ବଗ ପାଣି ଧାରରେ ବସିଛି

ସମକକ୍ଷ : ବଗ, ବଳାକା

लम्बी गर्दन और लम्बे पैरों वाला एक पक्षी।

बगुला मछली पकड़ने के लिए जल के किनारे बैठा हुआ है।
कंक, जलरंक, जलरंज, तीर्थसेवी, निशैत, बक, बकुला, बग, बगला, बगुला, बलाक, मीनघाती, मेघानंद, मेघानन्द, वक, विषकंठिका, शिखी

Any of various usually white herons having long plumes during breeding season.

egret