ପୃଷ୍ଠା ଠିକଣା କପି କରନ୍ତୁ ଟ୍ୱିଟରରେ ଅଂଶୀଦାର କରନ୍ତୁ ହ୍ୱାଟସ୍ ଆପ୍ ରେ ଅଂଶୀଦାର କରନ୍ତୁ ଫେସବୁକରେ ଅଂଶୀଦାର କରନ୍ତୁ
ଗୁଗଲ୍ ପ୍ଲେରେ ଯାଆନ୍ତୁ
ସମକକ୍ଷ ଏବଂ ବିପରୀତ ଶବ୍ଦ ସହିତ ଓଡ଼ିଆ ଅଭିଧାନରୁ ବଉଳିବା ଶବ୍ଦର ଅର୍ଥ ଏବଂ ଉଦାହରଣ ।

ବଉଳିବା   କ୍ରିୟାପଦ

ଅର୍ଥ : ଗଛରେ ବଉଳ ବା ଫୁଲ ଧରିବା

ଉଦାହରଣ : ଫାଲଗୁନ ମାସରେ ଆମ୍ବ ବଉଳେ

ସମକକ୍ଷ : ବଉଳ ଧରିବା

पेड़ में बौर या मंजरी निकलना।

फाल्गुन में आम बौराते हैं।
बौर आना, बौरना, बौराना, मौरना