ଅର୍ଥ : (ଜୀବବିଜ୍ଞାନ) ଜୀବ ବର୍ଗୀକରଣାତ୍ମକ ବର୍ଗ ଯେଉଁଥିରେ ଗୋଟିଏ ବା ଏକାଧିକ ପ୍ରଜାତି ରହିଥାନ୍ତି
ଉଦାହରଣ :
ବେଙ୍ଗର ବୈଜ୍ଞାନିକ ନାମ ରାନା ଟିଗ୍ରୀନା ଯେଉଁଥିରେ ରାନା ବେଙ୍ଗ ବଂଶର
ଅର୍ଥ : ବାରହାତର ଏକ ମାପ
ଉଦାହରଣ :
ଏହି ଲୁଗା ଏକ ବଂଶ
ଅର୍ଥ : ଖଡ୍ଗର ମଧ୍ୟଭାଗ
ଉଦାହରଣ :
ବଂଶ ଉଚ୍ଚା ହୋଇଥାଏ