ସଦସ୍ୟତା ନିଅନ୍ତୁ
ପୃଷ୍ଠା ଠିକଣା କ୍ଲିପବୋର୍ଡରେ କପି ହୋଇଛି ।
ଅର୍ଥ : ଯେଉଁ ସ୍ତ୍ରୀଲୋକକୁ କେହି ଭଗାଇ ନେଇଯାଏ
ଉଦାହରଣ : ପ୍ରଣୟୀ ସହ ପଳାୟିତାକୁ ସମାଜରେ ସମ୍ମାନ ମିଳେନାହିଁ
ସମକକ୍ଷ : ପଳାୟିତା, ପ୍ରଣୟୀ ସହ ପଳାୟିତା
वह स्त्री जिसे कोई भगा ले गया हो।
ଅର୍ଥ : ପଳାଇ ଯାଇଥିବା
ଉଦାହରଣ : ପୋଲିସ ଫେରାର ଅପରାଧୀମାନଙ୍କୁ ଅନ୍ୱେଷଣ କରୁଛି ପୋଲିସ ଗ୍ରାହକମାନଙ୍କଠାରୁ ପଇସା ନେଇ ଚମ୍ପଟ ହୋଇଥିବା ବ୍ୟକ୍ତିଙ୍କୁ ଅନ୍ୱେଷଣ କରୁଛି
ସମକକ୍ଷ : ଚମ୍ପଟ, ପଳାୟମାନ, ପଳାୟିତ
भागा हुआ।
Having escaped, especially from confinement.
ସଂସ୍ଥାପନ କରନ୍ତୁ