ପୃଷ୍ଠା ଠିକଣା କପି କରନ୍ତୁ ଟ୍ୱିଟରରେ ଅଂଶୀଦାର କରନ୍ତୁ ହ୍ୱାଟସ୍ ଆପ୍ ରେ ଅଂଶୀଦାର କରନ୍ତୁ ଫେସବୁକରେ ଅଂଶୀଦାର କରନ୍ତୁ
ଗୁଗଲ୍ ପ୍ଲେରେ ଯାଆନ୍ତୁ
ସମକକ୍ଷ ଏବଂ ବିପରୀତ ଶବ୍ଦ ସହିତ ଓଡ଼ିଆ ଅଭିଧାନରୁ ଫେରାର ହେବା ଶବ୍ଦର ଅର୍ଥ ଏବଂ ଉଦାହରଣ ।

ଫେରାର ହେବା   କ୍ରିୟାପଦ

ଅର୍ଥ : ବିପଦ ସ୍ଥାନରୁ ଡରି ବା ନିଜ କର୍ତ୍ତବ୍ୟ ଆଦିରୁ ବିମୁଖ ହୋଇ ଓ ଲୋକଙ୍କ ନଜରକୁ ଏଡ଼ାଇ ପଳାଇଯିବା

ଉଦାହରଣ : କଏଦୀ ଜେଲରୁ ଫେରାର ହୋଇଗଲା

ସମକକ୍ଷ : ପଳାୟନ କରିବା

Run away from confinement.

The convicted murderer escaped from a high security prison.
break loose, escape, get away