ପୃଷ୍ଠା ଠିକଣା କପି କରନ୍ତୁ ଟ୍ୱିଟରରେ ଅଂଶୀଦାର କରନ୍ତୁ ହ୍ୱାଟସ୍ ଆପ୍ ରେ ଅଂଶୀଦାର କରନ୍ତୁ ଫେସବୁକରେ ଅଂଶୀଦାର କରନ୍ତୁ
ଗୁଗଲ୍ ପ୍ଲେରେ ଯାଆନ୍ତୁ
ସମକକ୍ଷ ଏବଂ ବିପରୀତ ଶବ୍ଦ ସହିତ ଓଡ଼ିଆ ଅଭିଧାନରୁ ଫୁସୁରୁଫାସର ହେବା ଶବ୍ଦର ଅର୍ଥ ଏବଂ ଉଦାହରଣ ।

ଫୁସୁରୁଫାସର ହେବା   କ୍ରିୟାପଦ

ଅର୍ଥ : ବହୁତ ଧୀର ସ୍ୱରରେ (କାନରେ) କିଛି କହିବା

ଉଦାହରଣ : ବିଦେଶୀ ବୋହୂକୁ ଦେଖି ଲୋକମାନେ ଫୁସୁରୁଫାସର ହେଲେ

ସମକକ୍ଷ : ଫୁସଫୁସ୍‌ ହେବା

बहुत ही धीमे स्वर से (कान में) कुछ कहना।

विदेशी बहू को देखते ही लोग आपस में फुसफुसाये।
कानाफूसी करना, फुसफुसाना, सरगोशी करना

Speak softly. In a low voice.

whisper