ପୃଷ୍ଠା ଠିକଣା କପି କରନ୍ତୁ ଟ୍ୱିଟରରେ ଅଂଶୀଦାର କରନ୍ତୁ ହ୍ୱାଟସ୍ ଆପ୍ ରେ ଅଂଶୀଦାର କରନ୍ତୁ ଫେସବୁକରେ ଅଂଶୀଦାର କରନ୍ତୁ
ଗୁଗଲ୍ ପ୍ଲେରେ ଯାଆନ୍ତୁ
ସମକକ୍ଷ ଏବଂ ବିପରୀତ ଶବ୍ଦ ସହିତ ଓଡ଼ିଆ ଅଭିଧାନରୁ ଫୁଲଡୋଲ ଉତ୍ସବ ଶବ୍ଦର ଅର୍ଥ ଏବଂ ଉଦାହରଣ ।

ଫୁଲଡୋଲ ଉତ୍ସବ   ବିଶେଷ୍ୟ

ଅର୍ଥ : ଚୈତ୍ର ଶୁକ୍ଳ ଏକାଦଶୀ ଦିନ ପାଳନ କରାଯାଉଥିବା ଗୋଟିଏ ଉତ୍ସବ

ଉଦାହରଣ : ଫୁଲଡୋଲ ଉତ୍ସବରେ ଶ୍ରୀକୃଷ୍ଣଙ୍କ ନିମନ୍ତେ ଫୁଲର ଦୋଳି ସଜା ଯାଇଥାଏ

ସମକକ୍ଷ : ଫୁଲଡୋଲ

चैत सुदी एकादशी के दिन मनाया जानेवाला एक त्योहार।

फूलडोल में श्रीकृष्ण के लिए फूलों का झूला सजाया जाता है।
फूलडोल

A day or period of time set aside for feasting and celebration.

festival