ପୃଷ୍ଠା ଠିକଣା କପି କରନ୍ତୁ ଟ୍ୱିଟରରେ ଅଂଶୀଦାର କରନ୍ତୁ ହ୍ୱାଟସ୍ ଆପ୍ ରେ ଅଂଶୀଦାର କରନ୍ତୁ ଫେସବୁକରେ ଅଂଶୀଦାର କରନ୍ତୁ
ଗୁଗଲ୍ ପ୍ଲେରେ ଯାଆନ୍ତୁ
ସମକକ୍ଷ ଏବଂ ବିପରୀତ ଶବ୍ଦ ସହିତ ଓଡ଼ିଆ ଅଭିଧାନରୁ ଫୁଲକୋବି ଶବ୍ଦର ଅର୍ଥ ଏବଂ ଉଦାହରଣ ।

ଫୁଲକୋବି   ବିଶେଷ୍ୟ

ଅର୍ଥ : ଯେଉଁ ଗଛର ଫୁଲକୁ ତରକାରୀ ରୂପରେ ଖିଆଯାଏ

ଉଦାହରଣ : ସେ ଫୁଲକୋବିରେ ପାଣି ଦେଉଛନ୍ତି

एक प्रकार का पौधा जिसका फूल तरकारी के रूप में खाया जाता है।

वह फूलगोभी की सिंचाई कर रहा है।
गोभी, फूलगोभी, शृंगवेरिका

A plant having a large edible head of crowded white flower buds.

brassica oleracea botrytis, cauliflower

ଅର୍ଥ : ଏକ ପ୍ରକାର ବହୁତ ବଡ଼ ଫୁଲ ଯାହାକୁ ତରକାରୀ ରୂପରେ ଖିଆଯାଏ

ଉଦାହରଣ : ମାଆ ଫୁଲକୋବିର ତରକାରୀ ରାନ୍ଧୁଛନ୍ତି

एक प्रकार का बहुत बड़ा फूल जो तरकारी के रूप में खाया जाता है।

माँ फूलगोभी की सब्जी बना रही है।
गोजिह्वा, गोभी, फूलगोभी, शृंगवेरिका

Compact head of white undeveloped flowers.

cauliflower