ଅର୍ଥ : ଆଙ୍ଗୁଳିଆଦି ହଲେଇ ଛଇଛଟକ ଦେଖାଇବା
ଉଦାହରଣ :
ସେ ଉତ୍ସବରେ ନୂଆ ଲୁଗା ପିନ୍ଧି ଫୁଟାଣି ମାରୁଥିଲା
ସମକକ୍ଷ : ଗର୍ବରେ ଟହଲମାରିବା
ଅର୍ଥ : ଯୋଗ୍ୟତା ଦେଖାଇବାପାଇଁ ବଢ଼ିକରି କହିବା
ଉଦାହରଣ :
ଲାଲା କରୋଡ଼ିମଲ ବହୁତ ଫୁଟାଣି ମାରନ୍ତି
ସମକକ୍ଷ : ଆସ୍ଫାଳନ କରିବା, ବଡ଼ିମା ଦେଖାଇବା