ପୃଷ୍ଠା ଠିକଣା କପି କରନ୍ତୁ ଟ୍ୱିଟରରେ ଅଂଶୀଦାର କରନ୍ତୁ ହ୍ୱାଟସ୍ ଆପ୍ ରେ ଅଂଶୀଦାର କରନ୍ତୁ ଫେସବୁକରେ ଅଂଶୀଦାର କରନ୍ତୁ
ଗୁଗଲ୍ ପ୍ଲେରେ ଯାଆନ୍ତୁ
ସମକକ୍ଷ ଏବଂ ବିପରୀତ ଶବ୍ଦ ସହିତ ଓଡ଼ିଆ ଅଭିଧାନରୁ ଫୁଟବଲ ଶବ୍ଦର ଅର୍ଥ ଏବଂ ଉଦାହରଣ ।

ଫୁଟବଲ   ବିଶେଷ୍ୟ

ଅର୍ଥ : ଦୁଇ ଦଳ ମଧ୍ୟରେ ହେଉଥିବା ଗୋଟିଏ ଖେଳ ଯେଉଁଥିରେ ଏଗାର- ଏଗାର ଖେଳାଳି ରହନ୍ତି ଏବଂ ଗୋଟିଏ ବଲ ରହେ

ଉଦାହରଣ : ଆଜି ଫୁଟବଲ ମ୍ୟାଚ ଅଛି

दो दलों के बीच में होनेवाला एक खेल जिसमें ग्यारह-ग्यारह खिलाड़ी होते हैं और एक गेंद होती है।

आज फुटबाल का मैच है।
फ़ुटबाल, फ़ुटबॉल, फुटबाल, फुटबॉल

A football game in which two teams of 11 players try to kick or head a ball into the opponents' goal.

association football, soccer

ଅର୍ଥ : ପଡ଼ିଆରେ ଖେଳା ଯାଉଥିବା ଏକ ବଡ଼ ବଲ ଯାହାକୁ ଗୋଡ଼ରେ ମରାଯାଏ

ଉଦାହରଣ : ଫୁଟବଲରେ ପବନ କମ ଅଛି ତେଣୁ ମାରିଲେ ମଧ୍ୟ ଅଧିକ ଦୂର ଯାଉନାହିଁ

मैदान में खेलने की एक बड़ी गेंद जिसे पैर से मारते हैं।

फुटबाल में हवा कम है इसलिए मारने पर अधिक दूर नहीं जा रहा है।
फ़ुटबाल, फ़ुटबॉल, फुटबाल, फुटबॉल

An inflated ball used in playing soccer.

soccer ball