ପୃଷ୍ଠା ଠିକଣା କପି କରନ୍ତୁ ଟ୍ୱିଟରରେ ଅଂଶୀଦାର କରନ୍ତୁ ହ୍ୱାଟସ୍ ଆପ୍ ରେ ଅଂଶୀଦାର କରନ୍ତୁ ଫେସବୁକରେ ଅଂଶୀଦାର କରନ୍ତୁ
ଗୁଗଲ୍ ପ୍ଲେରେ ଯାଆନ୍ତୁ
ସମକକ୍ଷ ଏବଂ ବିପରୀତ ଶବ୍ଦ ସହିତ ଓଡ଼ିଆ ଅଭିଧାନରୁ ଫୁଙ୍କ ଶବ୍ଦର ଅର୍ଥ ଏବଂ ଉଦାହରଣ ।

ଫୁଙ୍କ   ବିଶେଷ୍ୟ

ଅର୍ଥ : ଫୁଙ୍କିଲାବେଳେ ମୁଁହରୁ ବାହାରୁଥିବା ପବନ

ଉଦାହରଣ : ଫୁଙ୍କ ଦ୍ୱାରା ବତୀ ଲିଭିଗଲା

मुँह की हवा जो फूँकने पर निकले।

फूँक से बत्ती बुझ गई।
फूँक

ଅର୍ଥ : ମନ୍ତ୍ରଆଦି ପଢ଼ି ମୁହଁରେ ପବନ ବାହାର କରିବା କ୍ରିୟା

ଉଦାହରଣ : ବିଛା ବିଷ ଝଡ଼ାଇବାପାଇଁ ସାଧକ ଫୁଙ୍କ ପରେ ଫୁଙ୍କ ମାରୁଥିଲା

मंत्र आदि पढ़कर मुँह से हवा छोड़ने की क्रिया।

बिच्छू का जहर उतारने के लिए सोखा फूँक पर फूँक मारे जा रहा था।
दम, फूँक