ପୃଷ୍ଠା ଠିକଣା କପି କରନ୍ତୁ ଟ୍ୱିଟରରେ ଅଂଶୀଦାର କରନ୍ତୁ ହ୍ୱାଟସ୍ ଆପ୍ ରେ ଅଂଶୀଦାର କରନ୍ତୁ ଫେସବୁକରେ ଅଂଶୀଦାର କରନ୍ତୁ
ଗୁଗଲ୍ ପ୍ଲେରେ ଯାଆନ୍ତୁ
ସମକକ୍ଷ ଏବଂ ବିପରୀତ ଶବ୍ଦ ସହିତ ଓଡ଼ିଆ ଅଭିଧାନରୁ ଫୁଙ୍କାନଳ ଶବ୍ଦର ଅର୍ଥ ଏବଂ ଉଦାହରଣ ।

ଫୁଙ୍କାନଳ   ବିଶେଷ୍ୟ

ଅର୍ଥ : ଫୁଙ୍କି ନିଆଁ ଲଗାଇବାପାଇଁ ବଣିଆର ଏକ ଉପକରଣ

ଉଦାହରଣ : ବଣିଆ ଫୁଙ୍କାନଳରେ ନିଆଁ ଲଗାଉଛି

ସମକକ୍ଷ : ବାଙ୍କୁନଳ

सुनारों का वह औजार जिससे वे फूँककर आग सुलगाते हैं।

सुनार अँगुसी से आग सुलगा रहा है।
अँगुसी, नरी, पेंडुकी, बंकनाल, बकनाल, बगनहा, बाँक नल, बाँकनल

ଅର୍ଥ : ନିଆଁ ଫୁଙ୍କିବାପାଇଁ ବ୍ୟବହାର କରାଯାଉଥିବା ବାଉଁଶ,ଲୁହା ଆଦିର ନଳ

ଉଦାହରଣ : କମାର ଫୁଙ୍କାନଳରେ ଭାଟି ଫୁଙ୍କି ନିଆଁକରୁଛି ଲଗାଉଛି

बाँस, लोहे आदि की वह नली जिसके द्वारा आग में फूँकते हैं।

लुहार फुँकनी से फूँककर भट्ठी की आग को सुलगा रहा है।
फुँकना, फुँकनी, फूँकनी