ପୃଷ୍ଠା ଠିକଣା କପି କରନ୍ତୁ ଟ୍ୱିଟରରେ ଅଂଶୀଦାର କରନ୍ତୁ ହ୍ୱାଟସ୍ ଆପ୍ ରେ ଅଂଶୀଦାର କରନ୍ତୁ ଫେସବୁକରେ ଅଂଶୀଦାର କରନ୍ତୁ
ଗୁଗଲ୍ ପ୍ଲେରେ ଯାଆନ୍ତୁ
ସମକକ୍ଷ ଏବଂ ବିପରୀତ ଶବ୍ଦ ସହିତ ଓଡ଼ିଆ ଅଭିଧାନରୁ ଫୁଆରା ଶବ୍ଦର ଅର୍ଥ ଏବଂ ଉଦାହରଣ ।

ଫୁଆରା   ବିଶେଷ୍ୟ

ଅର୍ଥ : ଉପରଚାପହେତୁ ଯେଉଁ ମାନବକୃତିରୁ ଜଳର ପତଳା ଧାର ଓ ଛିଟା ଜୋରରେ ବାହାରି ଚାରିଆଡ଼େ ପଡ଼େ

ଉଦାହରଣ : ବଗିଚାରେ ଲାଗିଥିବା ଫୁଆରାରୁ ରଙ୍ଗବେରଙ୍ଗର ପାଣି ବାହାରୁଥିଲା

वह मानवकृति जिसमें से ऊपरी दबाव के कारण जल की पतली धार या छींटे जोर से निकलकर चारों ओर गिरते हैं।

उद्यान में लगे फव्वारों से रंग-बिरंग का पानी निकल रहा था।
तोययंत्र, तोययन्त्र, फव्वारा, फ़व्वारा, फ़ौवारा, फ़ौव्वारा, फुवारा, फुहारा, फौवारा, फौव्वारा, शृंग

A structure from which an artificially produced jet of water arises.

fountain