ପୃଷ୍ଠା ଠିକଣା କପି କରନ୍ତୁ ଟ୍ୱିଟରରେ ଅଂଶୀଦାର କରନ୍ତୁ ହ୍ୱାଟସ୍ ଆପ୍ ରେ ଅଂଶୀଦାର କରନ୍ତୁ ଫେସବୁକରେ ଅଂଶୀଦାର କରନ୍ତୁ
ଗୁଗଲ୍ ପ୍ଲେରେ ଯାଆନ୍ତୁ
ସମକକ୍ଷ ଏବଂ ବିପରୀତ ଶବ୍ଦ ସହିତ ଓଡ଼ିଆ ଅଭିଧାନରୁ ଫିଲ୍ମ ଶବ୍ଦର ଅର୍ଥ ଏବଂ ଉଦାହରଣ ।

ଫିଲ୍ମ   ବିଶେଷ୍ୟ

ଅର୍ଥ : ମନୋରଂଜନର ଏଭଳି ଏକ ସାଧନ ଯେଉଁଥିରେ କୌଣସି ଏକ କାହାଣୀ ଥାଏ ଓ ଚଳନ୍ତା ଛବି ମାଧ୍ୟମରେ ଏଥିରେ ନିରନ୍ତରତାର ଆଭାସ ଥାଏ

ଉଦାହରଣ : ମୋହିନୀ ଅବସର ସମୟରେ ସିନେମା ଦେଖିବାକୁ ପସନ୍ଦ କରେ

ସମକକ୍ଷ : ଚଳଚିତ୍ର, ପିକ୍‌ଚ୍‌ର, ମୁଭି, ସିନେମା

मनोरंजन का एक ऐसा साधन जिसमें कोई कहानी घटित होती है और चलती-फिरती छवियों के कारण जिसमें निरंतरता का आभास होता है।

मोहिनी खाली समय में सिनेमा देखना पसंद करती है।
चलचित्र, पिक्चर, फ़िल्म, फिल्म, सिनेमा

ଅର୍ଥ : କ୍ୟାମେରାରେ ପ୍ଲାଷ୍ଟିକର ପତଳା ରିଲ୍ ପକାଇ ଉଠାଯାଉଥିବା ଫଟୋ

ଉଦାହରଣ : ଆଜି ମୁଁ ଫିଲ୍ମ ଧୋଇବାକୁ ଦେଲି

वह प्लास्टिक की पतली झिल्ली जिसे कैमरे में डालकर फोटो खींचा जाता है।

आज ही मैंने फिल्म धुलाने के लिए दी है।
फ़िल्म, फिल्म

Photographic material consisting of a base of celluloid covered with a photographic emulsion. Used to make negatives or transparencies.

film, photographic film