ପୃଷ୍ଠା ଠିକଣା କପି କରନ୍ତୁ ଟ୍ୱିଟରରେ ଅଂଶୀଦାର କରନ୍ତୁ ହ୍ୱାଟସ୍ ଆପ୍ ରେ ଅଂଶୀଦାର କରନ୍ତୁ ଫେସବୁକରେ ଅଂଶୀଦାର କରନ୍ତୁ
ଗୁଗଲ୍ ପ୍ଲେରେ ଯାଆନ୍ତୁ
ସମକକ୍ଷ ଏବଂ ବିପରୀତ ଶବ୍ଦ ସହିତ ଓଡ଼ିଆ ଅଭିଧାନରୁ ଫିଲିପିନୀ ଶବ୍ଦର ଅର୍ଥ ଏବଂ ଉଦାହରଣ ।

ଫିଲିପିନୀ   ବିଶେଷ୍ୟ

ଅର୍ଥ : ଫିଲିପିନ୍ସ ନିବାସୀ

ଉଦାହରଣ : ଏହି ମହାବିଦ୍ୟାଳୟରେ କିଛି ଫିଲିପିନୀ ମଧ୍ୟ ପଢ଼ନ୍ତି

ସମକକ୍ଷ : ଫିଲିପିନ୍ସବାସୀ

फिलिपीन्स का निवासी।

इस महाविद्यालय में कुछ फिलिपीनी भी पढ़ते हैं।
फिलिपींस वासी, फिलिपींस-वासी, फिलिपीनी, फिलिपीनो, फिलिपीन्स वासी, फिलिपीन्स-वासी

A native or inhabitant of the Philippines.

filipino

ଅର୍ଥ : ଫିଲିପିନ୍ସର ଭାଷା

ଉଦାହରଣ : ଏଠାରେ ମୁକ୍ତରେ ଫିଲିପିନୀ ଶିଖାଯାଏ

ସମକକ୍ଷ : ଫିଲିପିନ୍ସ ଭାଷା

ଫିଲିପିନୀ   ବିଶେଷଣ

ଅର୍ଥ : ଫିଲିପିନ୍ସର ବା ଫିଲିପିନ୍ସ ସହିତ ସଂବନ୍ଧିତ

ଉଦାହରଣ : ଆମେରିକା ଫିଲିପିନୀ ଯୁଦ୍ଧ ବନ୍ଦୀମାନଙ୍କୁ ଛାଡ଼ିଦେଲା

फिलिपीन्स का या फिलिपीन्स के निवासी, वहाँ की भाषा, संस्कृति आदि से संबंधित।

अमरीका ने फिलिपीनी युद्ध बंदियों को छोड़ दिया।
फिलिपीनी, फिलिपीनो

Of or relating to or characteristic of the Philippines or its people or customs.

The Philippine President.
Our Filipino cook.
filipino, philippine

ଅର୍ଥ : ଫିଲିପିନୀ ଭାଷା ସହ ସମ୍ବନ୍ଧିତ ବା ଫିଲିପିନୀ ଭାଷାର

ଉଦାହରଣ : ଏହି ବିଷୟରେ କେତେକ ଫିଲିପିନୀ ଗବେଷଣା-ପତ୍ର ପ୍ରକାଶିତ ହୋଇଛି

ସମକକ୍ଷ : ଫିଲିପିନୀଆନ, ଫିଲିପିନୀୟ