ପୃଷ୍ଠା ଠିକଣା କପି କରନ୍ତୁ ଟ୍ୱିଟରରେ ଅଂଶୀଦାର କରନ୍ତୁ ହ୍ୱାଟସ୍ ଆପ୍ ରେ ଅଂଶୀଦାର କରନ୍ତୁ ଫେସବୁକରେ ଅଂଶୀଦାର କରନ୍ତୁ
ଗୁଗଲ୍ ପ୍ଲେରେ ଯାଆନ୍ତୁ
ସମକକ୍ଷ ଏବଂ ବିପରୀତ ଶବ୍ଦ ସହିତ ଓଡ଼ିଆ ଅଭିଧାନରୁ ଫାହିୟାନ ଶବ୍ଦର ଅର୍ଥ ଏବଂ ଉଦାହରଣ ।

ଫାହିୟାନ   ବିଶେଷ୍ୟ

ଅର୍ଥ : ଚତୁର୍ଥ ଶତାବ୍ଦୀରେ ଭାରତ ଆସିଥିବା ଜଣେ ଚୀନ ଯାତ୍ରୀ

ଉଦାହରଣ : କେତେକ ଲୋକ ବିଶ୍ୱାସ କରନ୍ତି ଯେ ବୌଦ୍ଧ ଧର୍ମ ବିଷୟରେ ଅଧିକ ଜାଣିବାପାଇଁ ଫାହିୟାନ ଭାରତ ଆସିଥିଲେ

एक चीनी यात्री जौ चौथी शताब्दी में भारत आया था।

कुछ लोगों का मानना है कि फाहियान बौद्ध धर्म के बारे में अत्यधिक जानकारी प्राप्त करने के लिए भारत आया था।
फाहियान